Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ : କଡ଼ା ସୁରକ୍ଷାବଳୟରେ ଭୋଟ୍ ଗଣତି, ୩ୟ ରାଉଣ୍ଡ ଶେଷ

ଧାମନଗର: ଧାମନଗର ଭୋଟ୍ ଗଣତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜାରି ରହିଛି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ରହିଛନ୍ତି । ଗତ ଦୁଇ ରାଉଣ୍ଡରେ ମଧ୍ୟ ସୂରଜ ଆଗୁଆ ଥିଲେ । ୩ୟ ରାଉଣ୍ଡରେ ସୂରଜ ୧୨,୮୯୨ ଭୋଟ ପାଇ ଆଗରେ ରହିଛନ୍ତି । ତାଙ୍କ ପଛକୁ ବିଜେଡି…

ଡ୍ରେନରୁ ଜଣେ ଯୁବକଙ୍କ ମୃତ ଦେହ ଠାବ

ପୁରୀ : ନାଳରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ପୋଲିସ ହାଇସ୍କୁଲ ଗେଟ ଦେଇ ଯାଇଥିବା ନଳାରେ ଜଣେ ଅଜଣା ମୃତ ଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି l ଏନେଇ ମୃତ୍ୟୁର କାରଣ…

ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ରେଳ ଧାରଣାରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀଙ୍କ ଜଣକ ହେଲେ ବଲାଙ୍ଗିର ତାଲପାଳି ପଡ଼ାର ସାରିକା ସାଏ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ।…

ତ୍ରିବିକ୍ରମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆାଜି ହେଉଛି ପଞ୍ଚୁକର ତୃତୀୟ ଦିନ। ତ୍ରିବିକ୍ରମ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ  ତିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କର ତିବିକ୍ରମ ବେଶ  ଅନୁଷ୍ଠିତ ହୋଇଛି | ଏହି ବେଶରେ ପ୍ରଭୁ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ…

ଅନୁବାଦ ଗଳ୍ପ : ନୂଆଘର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ ଡେପୁଟୀ କମିଶନର ସା’ବ୍ ଆମକୁ କହିଲେ ଯେ ବଡ଼ବଡ଼ିଆ ହାକିମହୁକୁମାଙ୍କ ଲାଗି ଅଲଗା ଘରସବୁ ରଖାଯାଇଛି - ସେସବୁ ବଙ୍ଗଳାଗୁଡ଼ିକ ବେଶ୍ ପ୍ରଶସ୍ତ । ମୁସଲମାନ ଲୋକମାନେ ସେସବୁ ଘର ଛାଡ଼ିବା…

କର୍ମଚାରୀଙ୍କ ଛଟେଇକୁ ନେଇ କ୍ଷମା ମାଗିଲେ ଟ୍ୱିଟରର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଏଲନ୍ ମସ୍କ  । ସେ ଟ୍ୱିଟର୍‌ର ନୂଆ ସିଇଓ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ ବୋଲି ଜଣାପଡ଼ିଛନ୍ତି।  କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି…

ଶିଶୁ ଗଳ୍ପ : ଟୁକୁଲର ଡଙ୍ଗା ଭସା

କୁଞ୍ଜ ବିହାରୀ ସାହୁ  ପୁଅ ଉଠିପଡ଼ ସକାଳ ହେଲାଣି । କାଉ ରାବିଲାଣି । ଏମିତି ଘୋଡ଼େଇ କେତେ ସମୟ ଶୋଇବୁ ଯେ ! ବୋଉ କଥାକୁ ନ ଶୁଣି କମ୍ବଳ ଘୋଡ଼େଇ ଶୋଇଲା ଟୁକୁଲ । ଏଇ କେଇଦିନ ହେଲା ପହାନ୍ତା ପହରେ ଶୀତ ଲାଗୁଛି । ଟୁକୁଲ ଜାଣିଶୁଣି ଉଠୁନି । କିଛି ସମୟ ରହି ବୋଉ ଡାକିଲେ - ଉଠି…

ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ହରାଇଲା ନେଦରଲାଣ୍ଡ, ସେମିଫାଇନାଲରେ ଟିମ୍‌ ଇଣ୍ଡିଆ

ଆଡିଲେଡ୍‌ : ପୁଣି ସାଉଥ ଆଫ୍ରିକା ପାଇଁ ଲକ୍ କାମ ଦେଇନି । ଟ୍ବେଣ୍ଟି -20 ବିଶ୍ବକପରେ ଆଜିର ରୋମାଞ୍ଚକର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ନେଦରଲାଣ୍ଡ । କ୍ରିକେଟରେ ସବୁ ଅନିଶ୍ଚିତ ଏହା ପୁଣି ପ୍ରମାଣିତ ହୋଇଛି । ଭାରତକୁ ହରାଇଥିବା ସାଉଥ ଆଫ୍ରିକା ଆଜି ନେଦରଲ୍ୟାଣ୍ଡଠାରୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଭାବିଲା ଆସ୍ଥା .... ! ସମ୍ଭବଙ୍କୁ ପଚାରି ଦିଅନ୍ତା ତା' ସହିତ ଏମିତି କାହିଁକି କଲେ !?କିନ୍ତୁ ଜିଭ ଅଗରେ ରହିବା କଥା କୁ କେମିତି କଣ୍ଠସ୍ଥ କରାଯାଏ ସେକଥା ବେଶ୍ ଭଲ ଭାବରେ ଜଣା ତାକୁ ! କହିବ କହିବ ହେଇ ଦିନେ, ଦୁଇ…

କବିତା : ଛାଇ ଅନ୍ଧାର

ମିରିନା ମହାନ୍ତି ଯେତେବେଳେ ମୁଁ ଅନ୍ଧାରକୁ ଫୁଲଟିଏ ଫିଙ୍ଗିଲି ହଜାଇ ବସିଲି, ନିଃଶ୍ବାସ, ବିଶ୍ବାସ। । ଚଉଦିଗ ମହମହ ବାସୁଥିଲା। ମଧୁମାଳତୀର ବାସ ଗୋଳେଇ ହୋଇ ଯାଉଥିଲା ଶୂନ୍ଯତାରେ। ତୁମ ନରମ ଆଲିଙ୍ଗନର ମତୁଆଲା ପଣରେ ହାରିଯାଉଥିଲା ପବନ। ଆକାଶ ଭର୍ତ୍ତି…