Latest Odisha News

BREAKING NEWS

ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ନିଷ୍ପତ୍ତିର ପୁର୍ନବିଚାର ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ…

ବିଜେଡି ସାଂସଦଙ୍କ କାର୍ ଧକ୍କାରେ ଆଖି ବୁଜିଲେ ସ୍କୁଟି ଚାଳକ

ବଲାଙ୍ଗିର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଇନାପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡ଼ିଛି । ତେବେ…

ନା ମୋଦି ନା ମୁର୍ମୁ-କେହି ସଂସଦ ଭବନ ଉଦଘାଟନ କରିବା ଉଚିତ୍ ନୁହେଁ: ନୂଆ ପ୍ରସ୍ତାବ ଦେଲେ ଓବେସି

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ତେଜୁଛି ରାଜନୀତି । ମେ ୨୮ରେ ନୂଆ ସଂସଦ ଭବନ ଉଦଘାଟନ କରାଯିବା କାର୍ଯ୍ୟକ୍ରମ ରହିଛି । ତେବେ ଏହି  ସମାରୋହରେ ଆମ୍ ଆଦମୀ ପାର୍ଟି, ଟିଏମସି ବୟକଟ କରିବା ପରେ କଂଗ୍ରେସ ମଧ୍ୟ  ବୟକଟ  କରିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ୧୯ ଦଳ…

ଏଣିକି ପ୍ରତି ପଞ୍ଚାୟତରେ ଗଡିବ ‘ମୋ ବସ’

ଭୁବନେଶ୍ୱର:ଖାଲି ସହର ନୁହେଁ, ଏଣିକି ଗାଁରେ ବି ଗଡିବ ମୋ ବସ ।ବ୍ଲକରୁ ପ୍ରତି ପଞ୍ଚାୟତକୁ ଯିବ ମୋ ବସ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ। ପ୍ରାଥମିକ ପର୍ଯ୍ୟାୟରେ କିଛି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହା ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ…

ଆଉ ୫ ଦିନ କାଳବୈଶାଖୀ, ଏବେ ତାତି ଓ ଗୁଳୁଗୁଳିରୁ ମିଳିବନି ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ମିଳିବନି ତ୍ରାହି । ଲାଗି ରହିବ କାଳବୈଶାଖୀ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ କାଳବୈଶାଖୀ ଅନୁଭୂତ ହେବ । କାଳବୈଶାଖୀ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା…

ସରିଲା ମାନଭଞ୍ଜନ; ଏବେ ସୁଶାନ୍ତ ସିଂ ଖୁସି ତ ?

ଭୁବନେଶ୍ୱର: ସରିଲା ମାନଭଞ୍ଜନ । ଏବେ ସୁଶାନ୍ତ ସିଂ ଖୁସି ତ ? ଦୂର ହୋଇଛି ତ ଅଭିମାନ ? ମନ୍ତ୍ରୀ ପଦ ମିଳି ନ ଥିବା ଦୁଃଖ ଦୂର ହୋଇଛି ତ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କର ? ଶଙ୍ଖ ଭବନରେ  କୁଆଡେ ଚାଲିଥିଲା ବିଧାୟକ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ । ଗତକାଲି ସୁଶାନ୍ତ…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବିରୋଧୀଙ୍କ ବୟକଟ; ଶାହ କହିଲେ ନିଜ ନିଜର ବିଚାରଧାରା, ଆମେ କିନ୍ତୁ ମସସ୍ତଙ୍କୁ ଡାକିଛୁ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧୀ ବୟକଟ୍ କରିବା ନେଇ ଘୋଷଣା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦର୍ଶିତା ପ୍ରମାଣ ବୋଲି ଶାହ…

ହୁତୁହୁତୁ ହୋଇ ଜଳିଲା ଟ୍ରକ, ବର୍ତ୍ତିଗଲେ ଚାଳକ

ରାଜଗାଙ୍ଗପୁର:ରାସ୍ତା ମଝିରେ ହୁତହୁତ ଜଳୁଥିଲା ଟ୍ରକ ।  ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଇଙ୍ଗ ଠାରେ ୧୦ନଂ ରାଜ୍ୟ ରାଜପଥ ଉପରେ ଏକ ଟ୍ରକ ଜଳୁଥିଲା ।    ଦୀର୍ଘ ସମୟ ଧରି ଗାଡିଟି ଜଳୁଥିଲା  । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଯାତାୟାତ ବ୍ୟାହତ ହୋଇଥିଲା। ସୂଚନା ଅନୁଯାୟୀ,  ଆଜି ଲାଇଙ୍ଗ…

ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ  । ତୁମୁଡ଼ିବନ୍ଧ ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏସଓଜି ଯବାନଙ୍କ ଆକ୍ରମଣରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି । ସୂଚନା ଅନୁସାରେ,  ଗୁଇନ୍ଦା ସୂଚନା ଆଧାରରେ…

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ବନ୍ଧୁଙ୍କୁ ଛୁରାମାଡ଼; ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର : ସାମାନ୍ୟ ବଚସାରୁ ଛୁରାମାଡ଼ । ଛୁରାମାଡ଼ରେ ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର । ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗେଟସରୋବରପଡାର ସରୋଜ ପାଣିଗ୍ରାହୀ (୨୫) ଏବଂ ଗୁରୁତର ଜଣକ ‌ହେଲେ…