ଉତ୍ତର କୋରିଆକୁ ସିଗାରେଟ ବିକ୍ରି କରି ଫସିଲା ବ୍ରିଟିଶ-ଆମେରିକା କମ୍ପାନୀ
ୱାଶିଂଟନ: ଆମେରିକା ଓ ଉତ୍ତର କୋରିଆ ଶତ୍ରୁତା କାହାକୁ ଅଛପା । ଆମେରିକା ଚ୍ୟାଲେଞ୍ଜ କରି ଉତ୍ତର କୋରିଆ ମାରାତ୍ମକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ କରୁଛି । ଏ ନେଇ ଆମେରିକା ଏବଂ ତାର ମିତ୍ର ଦେଶଗୁଡିକ ଉତ୍ତର କୋରିଆକୁ ନେଇ କେତେକ କଟକଣା ଜାରି କରିଛନ୍ତି । ନିକଟରେ ବ୍ରିଟେନ-ଆମେରିକାର ଏକ…