Latest Odisha News

BREAKING NEWS

୨୯ରେ ରିଲିଜ୍ ହେବ ‘ପ୍ରିୟେ ତୁ ମୋ ସିଏ’ : ପ୍ରଥମଥର ଏକାଠି ନଜର ଆସିବେ ଅମ୍ଳାନ-ଏଲିନା

ଭୁବନେଶ୍ୱର: ପ୍ରେମ ହେଇଯାଏ କେଉଁଠି, କେମିତି, କେତେବେଳେ.. । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ବେଫିକର ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ ପ୍ରେମିକ ରୂପେ…

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ, ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଆ, ସାମ, ମାମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ…

ରାଞ୍ଝା ପରେ ପୁଣି ଏକତ୍ର ହେଲେ ଧନୁଷ ଓ ଆନନ୍ଦ ଏଲ ରାୟ

ମୁମ୍ବାଇ: ଫିଲ୍ମମେକର ଆନନ୍ଦ ଏଲ ରାୟ ସର୍ବଦା ସମୟଠାରୁ ଆଗର କାହାଣୀ ଦେଖାଇ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି । ୧୦ ବର୍ଷ ତଳେ ରିଲିଜ ହୋଇଥିବା ଧନୁଷ ଅଭିନୀତ ରାଞ୍ଝା ଏବେ ବି ଦର୍ଶକଙ୍କ ମନକୁ ଆନ୍ଦୋଳିତ କରୁଛି । ଏହି ୧୦ ବର୍ଷ ପୂର୍ତି ଅବସରରେ ଆନନ୍ଦ ରାୟ ତାଙ୍କର ଆଗାମୀ ଫିଲ୍ମର ଘୋଷଣା…

ନିଜେ ପଢିଥିବା ସ୍କୁଲ୍‌ର ପିଲାଙ୍କୁ ‘ଆଦିପୁରୁଷ’ ଦେଖାଇବେ କ୍ରିତି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଗତ ୧୬ ତାରିଖରେ ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…

ତେଲେଙ୍ଗାନା ହାତରୁ ଖସିବାକୁ ବସିଲାଣି, ଓଡିଶାକୁ କିଏ ପଚାରେ!

ଭୁବନେଶ୍ୱର: ଓଡ଼ିଶାରେ ଆଉ ବିଆରଏସର ଚର୍ଚ୍ଚା ନାହିଁ। ଆସନ୍ନ ନିର୍ବାଚନକୁ ନେଇ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ବିଆରଏସ ଆଉ ଓଡିଶାରେ ଆଗକୁ ବଢ଼ୁଥିବା ଦେଖାଯାଉ ନାହିଁ। ରାଜ୍ୟରେ ବିରୋଧୀଙ୍କ ସ୍ଥିତିକୁ ଦେଖିଲେ କେସିଆରଙ୍କ ବିଆରଏସ ଓଡ଼ିଶାରେ ଏକ ବଡ଼ ବିକଳ୍ପ ହେବ ବୋଲି…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ, ଗ୍ରାମ୍ୟ ରାସ୍ତା ପାଇଁ ନବୀନଙ୍କ ଟଙ୍କା ବର୍ଷା

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟରେ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ…

ହନୀ ସିଂଙ୍କୁ ଗୋଲ୍ଡି ବ୍ରାର ଗ୍ୟାଙ୍ଗର ହତ୍ୟା ଧମକ

ନୂଆଦିଲ୍ଲୀ: ଲୋକପ୍ରିୟ ଗାୟକ ୟୋ ୟୋ ହନୀ ସିଂଙ୍କୁ ମିଳିଛି ହତ୍ୟା ଧମକ । ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଦେଇଛି ଏକ ଧମକ । ହନୀ ସିଂ ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡରେ ଏହି ଗ୍ୟାଙ୍ଗଷ୍ଟାରର ହାତ ଥିବା ସନ୍ଦେହ କରାଯାଉଛି । କାନାଡାରେ ଲୁଚି…

ମାଆଙ୍କ ସହ କଠିନ ଯୋଗ କରନ୍ତି କୁନି ଝିଅ, ସାଉଁଟୁଛନ୍ତି ଲୋକଙ୍କ ପ୍ରଶଂସା

ନ୍ୟୁୟର୍କ: କୁହାଯାଏ ଯେ, ସାଧାରଣତଃ ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ଅଧିକାଂଶ ଜିନିଷ ଶିଖିଥାନ୍ତି । ଘରର ଚାଲିଚଣନ ହେଉ ବା ପରମ୍ପରା ସବୁକିଛି ପିଲାମାନେ ଘରୁ ହିଁ ଶିଖିଥାନ୍ତି । ବିଶେଷକରି ମାଆମାନେ ଯାହା କରନ୍ତି ପିଲାମାନେ ତାହାକୁ ଦେଖି ଅଧିକ ଶିଖିଥାନ୍ତି । ଏବେ ଗୋଟେ ଛୋଟ…

ଖେଳ ଖେଳିଲେ କେଜରିୱାଲ !

ଭୁବନେଶ୍ୱର: ପାଟନାରେ ବିରୋଧୀ ଏକତା ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି। ବିରୋଧୀ ଏକତା ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସବୁ ବିରୋଧୀଙ୍କୁ ଚିଠି ଲେଖିଛନ୍ତି…