Latest Odisha News

BREAKING NEWS

କିଟ୍ ଓ କିସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର: ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ବୁଧବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବସୁଧୈବ କୁଟୁମ୍ବକମ୍‍’ । କିଟ୍ ଓ କିସ୍ ପକ୍ଷରୁ ଏହି ଅବସରରେ ପ୍ରାତଃ ୬ଟା…

ସୋଆରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଉତମ ଛାତ୍ର ହେବା ପାଇଁ ସୁସ୍ଥ ରହିବା ଆବଶ୍ୟକ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗାଭ୍ୟାସର ଅନେକ ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର ଅଶୋକ କୁମାର…

ଖରାରେ ଆଉଟ୍ ପାଉଟ୍ ବାଦୁଡ଼ି, ପାଣି ଛିଞ୍ଚନ ପାଇଁ ପ୍ରଶାସନକୁ ନିବେଦନ

କଟକ: ଗତ କିଛି ଦିନ ଧରି ବଡମ୍ବା ନରସିଂହପୁର ବ୍ଲକରେ ତାପମାତ୍ରା 40 ରୁ 45 ଡ଼ିଗ୍ରୀ ରହୁଥିବାରୁ ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଜୀବଜନ୍ତୁ ମଧ୍ଯ ତ୍ରାହି ତ୍ରାହି ଡ଼ାକିଲେଣି। ବିଶେଷ କରି ବାଦୁଡି ମାନେ ପ୍ରବଳ ଖରାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ନରସିଂହପୁର…

ମନରେଗା କାମ ପାଇଁ ଗ୍ରାମସାଥୀଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବାଟେମୁରା ଓ ବରଗାଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ । ଗ୍ରାମସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଣତୀ ସାହୁଙ୍କୁ…

ସାଫ କପ :ଛେତ୍ରୀଙ୍କ ହ୍ୟାଟ୍ରିକ ଗୋଲ ବଳରେ ପାକିସ୍ତାନକୁ ହରାଇଲା ଭାରତ

ବାଙ୍ଗାଲୋର: ଚଳିତ ସାଫ କପ ଫୁଟବଲରେ ଭାରତ ତାର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ସୁନୀଲ ଛେତ୍ରୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ସେ ଭାରତ ପାଇଁ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ ।…

ପକ୍ଷୀଙ୍କ ମଳରୁ ପ୍ରସ୍ତୁତ ହେଉଛି କଫି, ପିଇବା ପାଇଁ ସମସ୍ତେ ସମର୍ଥ ନୁହଁନ୍ତି

ବ୍ରାଜିଲ: ଅନେକ ଲୋକ କଫି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଦୁନିଆର ସବୁଠୁ ଦାମୀ କଫି ପିଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ । ଆମେ ଆପଣଙ୍କୁ ସେହି କଫି ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଏତେ ଅଧିକ ଯେ ଜଣେ ସାଧାରଣ ଲୋକର ମାସିକ ଦରମା ଏହାର ମୂଲ୍ୟ ସହିତ ସମାନ । ଏହି କଫି…

ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ , ଦେଖିବାକୁ ଲୋକଙ୍କ ଭିଡ଼

ଆଲ୍ଲାହାବାଦ: ବିଶ୍ୱର ଅନେକ ପୁରାତନ ଜିନିଷ ଆପଣ ଦେଖିଥିବେ କିମ୍ବା ଶୁଣିଥିବେ, କିନ୍ତୁ ଆପଣ ଦୁନିଆର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ଦେଖିଛନ୍ତି କି? ଏହି ଅନନ୍ୟ କଳାକୃତି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଯାହା ବିଶ୍ୱର ସବୁଠାରୁ ଛୋଟ କୋରାନ ଏବଂ ରାମାୟଣ ବୋଲି ଦାବି…

ବଢ଼ିଲା ଅବଢ଼ା ଯୋଜନାର ଅଟକଳ, ମା ମଝିଘରିଆଣୀ ମନ୍ଦିର ଭିତ୍ତିଭୂମି ପାଇଁ ୬ ଏକର ଜମି ଦେବେ ସରକାର

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ମାଆ ମଝିଘରିଆଣୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ସରକାର ଜମି ଦେବେ । ଏ ସମ୍ପର୍କିତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ରାୟଗଡ଼ା ତହସିଲ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ମୌଜାରେ ଭାରତୀୟ ରେଳ ବିଭାଗ ଠାରୁ ସମାନ ପରିମାଣ ଓ ସମାନ ମୂଲ୍ୟର ଜମି…

୮୦୦ ବର୍ଷ ପୁରୁଣା ପୋଖରୀ: ଯାହା ଗ୍ରାମକୁ ଦିଏ ଅମ୍ଳଜାନ

ରାଜସ୍ଥାନ: ପୂର୍ବ ସମୟରେ ଜଳ ସଂଗ୍ରହ ଉତ୍ସ ଭାବେ ପୋଖରୀ, କୂଅ ଆଦି ନିର୍ମାଣ କରାଯାଉଥିଲା, ଯାହା ଦ୍ୱାରା ବର୍ଷା ଜଳ ନଷ୍ଟ ନ ହୋଇ ସଂରକ୍ଷିତ ହୋଇ ରହିଥାଏ । ପରବର୍ତ୍ତୀ ସମୟରେ ଯେପରି ସ୍ଥାନୀୟ ବାସିନ୍ଦା ଜଳ ସମସ୍ୟାର ସମ୍ମୁଖୀନ ନ ହେବେ, ସେଥିଲାଗି ବିଭିନ୍ନ ଉତ୍ସ ତିଆରି କରାଯାଉଥିଲା ।…

ଏମର୍ଜିଂ ଏସିଆ କପ ହାତେଇଲେ ଭାରତୀୟ ମହିଳା କ୍ରିକେଟ ଟିମ

ହଂକଂ: ହଂକଂରେ ଅନୁଷ୍ଠିତ ଏମର୍ଜିଂ ଏସିଆ କପ କ୍ରିକେଟ (୨୩ ବର୍ଷରୁ କମ)ରେ ଭାରତ ଚାମ୍ପିୟନ ହୋଇଛି । ବୁଧବାର ଅନୁଷ୍ଠିତ ଫାଇନାଲରେ ଭାରତ ୩୧ ରନରେ ବାଂଲାଦେଶକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୨୭ ରନ କରିଥିଲା । ବିନ୍ଦ୍ରା…