ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ପ୍ରତିଷ୍ଠିତ "ପତିତପାବନ "ଙ୍କ ବିଷୟରେ ଥିବା ଇତିହାସକୁ ଭୁଲ ବୋଲି ପ୍ରମାଣିତ କରେ ସପ୍ତଦଶ ଶତାବ୍ଦୀର ତୃତୀୟ ଦଶକରେ ରଚିତ କବି ଦିବାକର…