କୋହଲିଙ୍କ ମାରାତ୍ମକ ବ୍ୟାଟିଂ ଜାରୀ, ନେଦରଲାଣ୍ଡସକୁ ସହଜରେ ହରାଇଲା ଭାରତ
ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସୁପର ୧୨ ପର୍ଯ୍ୟାୟରେ ନେଦରଲାଣ୍ଡସକୁ ୫୬ ରନରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ସହ ସେମିଫାଇନାଲ ପ୍ରବେଶ ଆଶାକୁ ଆହୁରି ମଜଭୁତ କରିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ବ୍ୟତୀତ ଟପ ଅର୍ଡର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ…