ସାରଙ୍କ ଚାପୁଡା ସହିନପାରି ଛାତ୍ରର ଆତ୍ମହତ୍ୟା ଅଭିଯୋଗ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱରରେ ଥିବା ଏକ ଆଇଟିଆଇ କଲେଜରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଝର ଜିଲ୍ଲାର ବାସିନ୍ଦା ତଥା କଲେଜରେ ଛାତ୍ର ରୁଦ୍ର ମାଧବ ରଣାଙ୍କୁ ଶୁକ୍ରବାର ହଷ୍ଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଭବାନୀ…