Latest Odisha News

BREAKING NEWS

ଥରେ ଓଟିଇଟି ପାସ୍ କଲେ ଜୀବନବ୍ୟାପି ବୈଧ

ଭୁବନେଶ୍ୱର: ଶିକ୍ଷକ ଆଶାୟୀଙ୍କୁ ଆଶ୍ୱସ୍ତି । ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (OTET) ପାସ୍ ସାର୍ଟିଫିକେଟର ବୈଧତା ବୃଦ୍ଧି କରିଛନ୍ତି । ପୂର୍ବରୁ ଓଟିଇଟି ପାସ୍ ସାର୍ଟିଫିକେଟର ବୈଧତା ୭ ବର୍ଷ ରହିଥିବା ବେଳେ ଏବେ ଜୀବନବ୍ୟାପି ବୈଧ ରହିବ । ମୁଖ୍ୟମନ୍ତ୍ରୀଙ୍କ…

ଇମ୍ରାନଙ୍କୁ ମୁକ୍ତି ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ଧମକ-‘ତୁମେ ପଦ ଛାଡିଦିଅ..ତୁମ ଘର ଜଳିଯିବ’

ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ଗିରଫକୁ ନେଇ ଜଳୁଥିଲା ପାକିସ୍ତାନ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଏହା ଥମିନି । ପାକିସ୍ତାନ ରାଜନୀତିରେ ଦେଖା ଦେଇଛି ହଟଚମଟ । ଇମ୍ରାନଙ୍କ ମୁକ୍ତି ନିର୍ଦ୍ଦେଶ ଦେବା ପରେ ସୁପ୍ରିମ କୋର୍ଟ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ପାକ ମସ୍ତ୍ରୀ  ମାରିୟମ…

ଆଇପିଏଲ୍‌ରେ ସବୁଠାରୁ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ

କୋଲାକାତା: ଆଇପିଏଲ୍‌ରେ ଇତିହାସ ରଚିଲେ ଭାରତୀୟ ବ୍ୟାଟର ଜଶସ୍ୱୀ ଜୟସ୍ୱାଲ୍। ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରି କଲେ ରେକର୍ଡ। ମାତ୍ର ୧୩ ବଲ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ସେ ପ୍ରଥମ ବ୍ୟାଟର ହୋଇଛନ୍ତି। ଏହା ପୂର୍ବରୁ କେ.ଏଲ୍ ରାହୁଲ ଓ ପାଟ୍‌ କମିନ୍ସ ୧୪ ବଲ୍‌ରେ ଅର୍ଦ୍ଧଶତକ…

ବିଶ୍ୱକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ ଟିମ୍; ମନା କଲେ ପିସିବି ମୁଖ୍ୟ ନଜମ ସେଠୀ

ନୂଆଦିଲ୍ଲୀ: ପୁଣିଥରେ ପୁରୁଣା କଥା ଦୋହରାଇଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଜନମ ସେଠୀ। ପାକିସ୍ତାନ ୨୦୨୩ ବିଶ୍ୱକପ ଖେଳିବାକୁ ଭାରତ ଯିବ ନାହିଁ ବୋଲି ନଜମ କହିଛନ୍ତି। ଯଦି ଏସିଆପ କପ୍ ଖେଳିବାକୁ ଭାରତ ପାକିସ୍ତାନ ଆସିବ ପାରିବ ନାହିଁ ତେବେ ପାକିସ୍ତାନ ମଧ୍ୟ ବିଶ୍ୱକପ୍‌ ଖେଳିବାକୁ…

ଅତି ଭୀଷଣ ବାତ୍ୟା ରୂପ ନେଲା ‘ମୋକା’

ଭୁବନେଶ୍ୱର:  ଦକ୍ଷିଣପୂର୍ବ ତତସଂଲଗ୍ନ କେନ୍ଦ୍ରୀୟ ବୋଙ୍ଗୋପସାଗର ଅଞ୍ଚଳରେ ଅତିଭୀଷଣ ବାତ୍ୟା ରେ ପରିଣତ ହେଲା ମୋକା ।   ଆଜି ସକାଳ ୫.୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୯କିମି ହାରରେ ଉତ୍ତରଆଡକୁ ଗତିକରୁଛି ।   ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧…

ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ; ଘୋଷଣା ପରେ ନୂଆ ସିଇଓ ନେଇ ଚର୍ଚ୍ଚାରେ ଲିଣ୍ଡାଙ୍କ ନାଁ

ୱାଶିଂଟନ: ଟ୍ୱିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ। ସିଇଓ ପଦରେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ନୂଆ ସିଇଓ ଏହି ଦାୟିତ୍ୱ ମ୍ଭାଳିବାକୁ ଥିବା ବେଳେ ମସ୍କ କମ୍ପାନୀର ଉତ୍ପାଦନ ପ୍ରତି ଧ୍ୟାନ ଦେବେ ବୋଲି ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁରୁବାର ମସ୍କ ଟ୍ୱିଟ୍ କରି କହିଛନ୍ତି  “ମୁଁ…

ଇମ୍ରାନଙ୍କୁ ଆତଙ୍କୀ ପରି ବ୍ୟବହାର ଦେଖାଉଥିଲେ, ଠେଙ୍ଗାରେ ପିଟୁଥିଲେ; ଶୀଘ୍ର ମୁକ୍ତି ପାଇଁ ଆଦେଶ ଦେଲେ…

ଇସଲାମବାଦ: ମୁକ୍ତ ହେବେ ପାକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗତକାଲି ସୁପ୍ରିମକୋର୍ଟରେ ହାଜର ହେବା ପରେ ତାଙ୍କର ଗିରଫଦାରୀ ବେଆଇନ ବୋଲି କହିଥିଲେ କୋର୍ଟ ।  ତୁରନ୍ତ ତାଙ୍କୁ ମୁକ୍ତ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ପରେ ଜେଲରୁ…

ଖୁବ ଶୀଘ୍ର ବାହାରିବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ । ଏ ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆ ଯାଇଛି । ଯଦିଓ ଏଥିରେ ତାରିଖ ଓ ସମୟ ଦିଆ ଯାଇନାହିଁ ତେବେ  ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି । ଅପେକ୍ଷାର ଅନ୍ତ ଘଟିଛି । ଖୁବ ଶୀଘ୍ର ରେଜଲ୍ଟ ବାହାରିବ ବୋଲି…

କେନାଲରେ ପଡ଼ିଥିବା ସନ୍ଦିଗ୍ଧ ଡ୍ରୋନ୍‌ ଦେଖି ଲୋକେ ଛାନିଆ; ପୁଲିସ ତଦନ୍ତ ପରେ ଜଣାପଡ଼ିଲା ପୂରା ଘଟଣା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ରେଙ୍ଗାଳି କେନାଲ ହୁଡ଼ାରେ ଏକ ଅଜଣା ଡ୍ରେ।ନ ପଡିଥିବା ଦେଖି ଲୋକେ ଛାନିଆ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରେ।ନକୁ ଜବତ କରିଛି। ଡ୍ରୋନ୍‌ଟି କାହାର ଓ କେଉଁଠିକୁ ଆସିଲା ସେ ନେଇ ତଦନ୍ତ କରୁଥିବା…