ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି
ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ ନେତା ହାତାହାତି ହୋଇଛନ୍ତି ।
ରାଉରକେଲା କଂଗ୍ରେସ ପକ୍ଷରୁ କୌଣସି ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ।…