Latest Odisha News

BREAKING NEWS

୧୦ ହଜାର ଫୁଟ ଉଚ୍ଚରେ ମେକଅପ୍ ନେଲେ ଯୁବତୀ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ସାଧାରଣତଃ ମହିଳାମାନେ ଅଧିକ ମେକ୍‌ଅପ୍ ନେବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ, ଯେତେବେଳେ ସେମାନଙ୍କୁ ଏକ ପାର୍ଟି କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବାକୁ ପଡେ, ସେ ଭଲ ଭାବରେ ମେକ୍‌ଅପ୍ ନେଇଥାନ୍ତି । ମହିଳାମାନେ ଘର ବ୍ୟତୀତ ଷ୍ଟେସନ, ବିମାନବନ୍ଦର,ଅଫିସ ହେଉ ବା ଯେ କୌଣସି ୱାଶରୁମରେ…

ଝିଅ ପାଇଁ ଅଭିନୟ ଛାଡିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ । ତାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । କିଛି ଦିନ ତଳେ ପ୍ରିୟଙ୍କା ଝିଅକୁ ଧରି ଭାରତ ଆସିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ଏବେ ସେ ଅଭିନୟ ଦୁନିଆରୁ ଦୂରେଇ ଯିବେ ବୋଲି ଜଣାଯାଇଛି ।…

ବିମାନରେ ହଜିଗଲା ୨୨ ଲକ୍ଷ ଟଙ୍କାର କୃତ୍ରିମ ଗୋଡ଼ , ଏୟାରଲାଇନ୍ସ ଦେଲାନି କ୍ଷତିପୂରଣ

ନ୍ୟୁୟର୍କ: ଆଜିର ସମୟରେ ଅଧିକାଂଶ ଲୋକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କାରଣ ସମୟ ବଞ୍ଚିବା ସହିତ ସୁରକ୍ଷିତ ପାଇଁ ଲୋକେ ବିମାନରେ ଯାତ୍ରା କରିଥାନ୍ତି । କିନ୍ତୁ ନିକଟରେ ଆମେରିକାରେ ବିମାନ କର୍ମଚାରୀଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ୨୨ ଲକ୍ଷ ଟଙ୍କାର ପ୍ରୋସ୍ଥେଟିକ୍ ଗୋଡ…

୩୯ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ଗୌରହର ଖାନ୍

ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଅଭିନେତ୍ରୀ ଗୌରହର ଖାନ୍ । ବୁଧବାର ରାତିରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ପୂର୍ବରୁ ‘ବିଗ୍‌ବସ୍‌’ର ବିଜେତା ହୋଇଥିବା ଗୌରହର ଖାନ୍ ଓ ସ୍ୱାମୀ ଜାୟିଦ୍ ପୁଅ ହେବା ପରେ ବହୁତ ଖୁସି ଅଛନ୍ତି । ଗୌରହର୍ ୩୯ ବର୍ଷ ବୟସରେ ସେ ତାଙ୍କର ପ୍ରଥମ…

ରୋମାନ୍ସ ପାଇଁ ପୁରୁଷଙ୍କୁ ନିଯୁକ୍ତି କଲେ ଭିନ୍ନକ୍ଷମ ମହିଳା, ପାରିଶ୍ରମିକ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅଷ୍ଟ୍ରେଲିଆ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରେମ ପାଇବାକୁ ଚାହାଁନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ, ତାଙ୍କ ଜୀବନରେ ଏପରି କେହି ରହିବା ଉଚିତ୍‌, ଯିଏ ତାଙ୍କୁ ବହୁତ ଭଲ ପାଇବା ଦେଇପାରୁଥିବ ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିପାରୁଥିବ । କିନ୍ତୁ ବହୁତ ଲୋକ ଅଛନ୍ତି ଯାହାଙ୍କର ଏହି…

ଆର୍ଯ୍ୟନ ଖାନ୍ ମାମଲାରେ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ମୁମ୍ବାଇ: ଏନସିବି ମୁମ୍ବାଇ ଜୋନର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ କହିଛି ଯେ ଆର୍ଯ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଆମେ ସମୀର ୱାଙ୍ଖଡେଙ୍କ ଘର ଉପରେ ଚଢାଉ କରିଛୁ। ସିବିଆଇ କହିଛି ଯେ…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ: ଶାଶ୍ୱତୀ ଦାସ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ଫାଲଗୁନ ଚୈତ୍ର’ ଶୁକ୍ରବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ଓଡ଼ିଶା ବ୍ୟତୀତ ଅଷ୍ଟ୍ରେଲିଆ, ଜର୍ମାନୀ ଓ ମାଲେସିଆ ଆଦି ଦେଶରେ ବି ଏହା ରିଲିଜ୍ ହେଉଛି । ଏହା ଏକ ମୌଳିକ କାହାଣୀ ଉପରେ ଆଧାରିତ ସିନେମା ହୋଇଥିବାରୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ…

ସ୍ୱର୍ଣ୍ଣ ପଦକ ବିଜୟିନୀ କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ସମ୍ବର୍ଦ୍ଧନା

ବଡ଼ବିଲ: ଯୋଡା-ବଡ଼ବିଲ ଅଞ୍ଚଳର ଉଦୟମନ କ୍ରୀଡ଼ା ପ୍ରତିଭା କୁମାରୀ ଶ୍ଵେତା ରାଣୀ ମହନ୍ତଙ୍କୁ, “ମସ୍କୋ ଉଷୁ ଷ୍ଟାର୍ସ ୨୦୨୩ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ”ରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ଲାଣ୍ଟ ସ୍ଥିତ ଅଡିଟୋରିଅମରେ ଆଜି ସମ୍ବର୍ଦ୍ଧିତ କରିଛନ୍ତି ଜେଏସପି ପେଲେଟ୍ ପ୍ଲାଣ୍ଟ ୟୁନିଟ୍…