କାର୍ଯ୍ୟନିର୍ବାହୀ ଅଧିକାରୀ ହାତ ଯୋଡ଼ି କ୍ଷମା ମାଗିବା ପରେ ଧାରଣାରୁ ଓହରିଲେ ଟିଟିଲାଗଡ ପୌରାଧ୍ୟକ୍ଷା
ଟିଟିଲାଗଡ: ବୁଧବାର ଦିନ ଟିଟିଲାଗଡ଼ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏକ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି ପୌରପାଳିକାର ଉପାଧ୍ୟକ୍ଷା ମମତା ଦେବୀ ଜୈନ।
ରିପୋର୍ଟ ଅନୁଯାୟୀ,…