Latest Odisha News

BREAKING NEWS

ସର୍ବସାଧାରଣରେ ବରୁଣ ଧୱନଙ୍କ ପାଦ ଛୁଇଁଲେ କ୍ରିତି ସାନନ୍

ମୁମ୍ବାଇ: ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହେଉଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଏକ ଭିଡିଓ ଭାଇରାଲ…

ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ

ସୁବର୍ଣ୍ଣପୁର : ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି I ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ  ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି…

ଗୋବିନ୍ଦାଙ୍କ କଥାରେ ଭାବପ୍ରବଣ ହେଲେ ନେହା କକ୍କର

ମୁମ୍ବାଇ: ନେହା କକ୍କର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ବନେଇବା ସହ ନିଜ ସ୍ଥାନ ବଜାୟ ରଛନ୍ତି। ଏକଦା ଜାଗରଣରେ ଗୀତ ଗାଉଥିବା ନେହା ବର୍ତ୍ତମାନ ବଲିଉଡ ଫିଲ୍ମରେ ଗୀତ ଗାଇ ଲୋକଙ୍କୁ ତାଙ୍କ ସ୍ୱରରେ ଦିୱାନା କରିଦେଇଛନ୍ତି। ଇଣ୍ଡିଆନ ଆଇଡଲର ଅଡିସନରେ ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା…

ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୁଲିସ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ହେଉଛନ୍ତି ଜଗବନ୍ଧୁ ଚାନ୍ଦ। ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁର ସଂପୃକ୍ତି ଥିବା ସନ୍ଦେହ ରହିଛି। ଦୀର୍ଘ ଦିନ ହେବ…

କେଉଁ ବ୍ୟକ୍ତିଙ୍କ ପାଇଁ ଘିକୁଆଁରୀ ରସ ଉପଯୁକ୍ତ ନୁହେଁ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଲୋଭେରା ଅନେକ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଆଲୋଭେରା ବା ଘିକୁଆଁରୀ ଗୁଣ ବିଷୟରେ ଯଦି କହିବା ଏହାର ଅନକେ ଗୁଣ ଅଛି ଯାହା ରକ୍ତରେ ଶର୍କରା ହ୍ରାସ କରିଥାଏ। ଏହା ସହିତ ଏହି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଅନେକ…

ଗୁପ୍ତଚର ଅଭିଯୋଗରେ ଜାଲ୍ ପରିଚୟ ଦେଇ ରହୁଥିବା ଚାଇନା ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାଲ୍ ପରିଚୟ ଦେଇ ରହୁଥିଲେ ଚାଇନା ମହିଳା  । ଗୁପ୍ତଚର ଅଭିଯୋଗରେ ଗିରଫ କଲା ପୋଲିସ। ତେବେ ଏହି ମହିଳା ଜଣକ ହେଉଛନ୍ତି  କାଇରୁଓ  । ତାଙ୍କ ଘର ଚାଇନାର ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା…

ତ୍ୱଚା ପାଇଁ ଭଲ ଫଳ ଚୋପା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚର୍ମର ଯତ୍ନ ନେବାବେଳେ, ଫଳରୁ ନିର୍ମିତ ଫେସ୍ ପ୍ୟାକ୍ ବହୁତ ପ୍ରୟୋଗ କରାଯାଏ। କିନ୍ତୁ ଆପଣ କେବେ ନିଜ ଚେହେରାରେ ଫଳର ଚୋପା ପ୍ରୟୋଗ କରିଛନ୍ତି କି ? ଯଦି ନା, ତେବେ ଚର୍ମ ଯତ୍ନରେ ଫ୍ରୁଟ୍ ପିଲ୍ସ କିପରି ବ୍ୟବହାର କରିବେ ଜାଣନ୍ତୁ। କେତେକ ଫଳର ଚୋପା ଅନେକ ପୋଷକ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ…

କବିତା : ଜୀବନର କାନଭାସ

ମନୀଷା ତ୍ରିପାଠୀ ନୀରବଛିନ୍ନ ଅପରାହ୍ନରେ ନୀଳ ଗଗନ ତଳେ ଛିଡା ହୋଇ, ଯେବେ ନିଜର ପ୍ରତିବିମ୍ବକୁ ଝାଙ୍କି ଦେଖେ, କାହିଁ କେଜାଣି! ଜୀବନରେ ଛାଇଥିବା ଅପରାହ୍ନର ଆଭାସ ମୁଁ ପାଏ। ଗୋଧୂଳିରେ ତଟିନୀ ତଟରେ, ଯେବେ ନିଜର ଉପସ୍ଥିତିକୁ ଅନୁଭବ କରେ, କାହିଁ କେଜାଣି ଜୀବନର ଗୋଧୂଳି…

ଏସିଡିଟି ଓ ଗ୍ୟାସଟ୍ରିକ ସମସ୍ୟା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କର ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି। ଏସିଡ଼ିଟି ବା ଅମ୍ଳ ଏବଂ ଗ୍ୟାସଟ୍ରିକ ରୋଗ ଅସମୟରେ ଖାଇବା ଯୋଗୁଁ ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରାରମ୍ଭରେ ଏସିଡ଼ିଟି ସମସ୍ୟା ହୋଇଥିଲେ ଏହା ଘରୋଇ ଉପଚାର ଦ୍ଵାରା ଶୀଘ୍ର ଭଲ…