ବାଲେଶ୍ୱର ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ସରକାରଙ୍କ ତଦନ୍ତ ନିର୍ଦ୍ଦେଶ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ନୋଡାଲ୍ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ର ବନ୍ଦ ହୋଇ ରହିବା ଘଟଣାରେ ଗୁରୁବାର ଦିନ ତଦନ୍ତ ଆଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ କଲେକ୍ଟର ରିସୋର୍ସ ସେଣ୍ଟର କୋଓଡିନେଟର (ସିଆରସିସି) ନେତୃତ୍ୱରେ ଗଠିତ…