Latest Odisha News

BREAKING NEWS

ଜିନିପିଙ୍ଗଙ୍କୁ ଗୋଡ଼ାଉଛି ଗଲଓ୍ବାନ ଚୀନ ସେନା ଭୂତ: ଜାତୀୟ ଅଧିବେଶନରେ ଦେଖାଇଲେ ଭିଡିଓ

ବେଜିଂ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗଲଓ୍ବାନରେ ମୃତ୍ୟୁ ହୋଇଥିବା ଚୀନ ସେନାଙ୍କ ଭୂତ ପିଛା ଛାଡୁନି । ନିଜ ଦେଶରେ ଏହି ସଂଘର୍ଷକୁ ପ୍ରଥମରୁ ଲୁଚାଇ ଥିବାରୁ ନିଜ ଦେଶବାସୀଙ୍କ ଦ୍ବାରା ସମାଲୋଚନା ହେବା ପରେ ଏବେ ନିଜ ଦେଶର ଲୋକଙ୍କ ରାଗ କମାଇବା ପାଇଁ ଆଜି ସେହି ଚୀନ ସୈନିକଙ୍କୁ…

ବ୍ରାଜିଲ ଠାରୁ ୫-୦ରେ ହାରିଲା ଭାରତ, ତିନୋଟି ମ୍ୟାଚରେ ଗୋଟିଏ ବି ଗୋଲ ଦେଇପାରିଲାନି

ଭୁବନେଶ୍ବର: ଆଜି କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର ୧୭ ମହିଳା ଫୁଟବଲ ମ୍ୟାଚର ଶେଷ ମ୍ୟାଚରେ ଭାରତ ବ୍ରାଜିଲଠାରୁ ପରାଜିତ ହୋଇଛି । ଆମେରିକା ଓ ମରକ୍କୋ ଠାରୁ ପରାଜିତ ହେବା ପରେ ପୁଣି ତୃତୀୟ ମ୍ୟାଚରେ ଆଜି ବ୍ରାଜିଲଠାରୁ ହାରିଛି  ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ । ବ୍ରାଜିଲଠାରୁ ୫-୦…

ମୋତେ ଜେଲକୁ ପଠାଇ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ବିଜେପି ଚାହୁଁଛି: ସିସୋଦିଆ

ନୂଆଦିଲ୍ଲୀ: ‘ସିବିଆଇ’ ଅଧିକାରୀଙ୍କ ୯ ଘଣ୍ଟାର ଜେରା ପରେ ସିବିଆଇ ମୁଖ୍ୟାଳୟରୁ ଘରକୁ ଫେରିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ସିବିଆଇ ଫସାଇବାକୁ ଚେଷ୍ଟା କରୁଛି ଏବଂ ଦିଲ୍ଲୀରେ ଫଦ୍ମ ଫୁଟାଇବାକୁ ଚାହୁଁଛି ବିଜେପି ବୋଲି କହିଛନ୍ତି ସିସୋଦିଆ । ସେ ଆହୁରି…

ମାଆ ନାମରେ ଥାନାରେ ଅଭିଯୋଗ କଲା କୁନି ବାଳକ: କଜ୍ଜ୍ୱଳ ଲଗାଇବାକୁ କହୁଛି, ଚକୋଲେଟ ନେଇ ଯାଉଛି

ବୁରହାନପୁର: ମଧ୍ୟପ୍ରଦେଶର ବୁରହାନପୁରର ଏକ ମଜାଦାର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଗୋଟିଏ ୩ ବର୍ଷରୁ ଶିଶୁ ତା ମାଆ ନାମରେ ଥାନାରେ ଅଭିଯୋଗ କରିଛି । ଯାହାର ଭିଡିଓ ସମସ୍ତଙ୍କୁ ମଜା ଲାଗୁଛି । ଘଟଣାଟି ଏହିପରି.. ବୁରହାନପୁର ଥାନାର ଏସଆଇ ପ୍ରିୟଙ୍କାଙ୍କ ନାୟକଙ୍କ…

ଆର ପାରିରେ ଆଧୁନିକ ଭାଗିରଥୀ

ବାଙ୍ଗାଲୋର: ପଣ୍ଡ ମ୍ୟାନ ଓ ୱାଟର ୱାରିୟର ଭାବେ ପରିଚିତ କଲମାନେ କାମେଗୌଡାଙ୍କ ଆଜି ୮୨ ବର୍ଷରେ ପରଲୋକ ହୋଇଯାଇଛି । ଏହି ଜଳ ଯୋଦ୍ଧାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ତାଙ୍କୁ ପ୍ରଶଂସା କରିଥିଲେ । ମାଣ୍ଡ୍ୟାର ଦସନାଦୋଡ୍ଡୀ ଗ୍ରାମର କାମେଗୌଡା…

ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ ଦେଶର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ…

ଓଡ଼ିଶା ନିବେଶକ ସମ୍ମିଳନୀ: ଶିଳ୍ପପତି, ସିଇଓଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :  ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀରେ ପୁଞ୍ଜି ନିବେଶ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ବିଦେଶର ବିଶିଷ୍ଟ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ନିବେଶ ପାଇଁ ବୁଝାଉଛନ୍ତି । ଓଡ଼ିଶାକୁ ଆସି ପୁଞ୍ଜି ନିବେଶ କରିବା ପାଇଁ …

ବର୍ଷାରେ ଧୋଇ ହୋଇ ଯିବକି ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ ?

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସବୁଠାରୁ ହାଇ ଭୋଲଟେଜ ମ୍ୟାଚ ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ରିପୋର୍ଟ ଅନୁସାରେ ମ୍ୟାଚ ଦିନ ୭୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି…

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୩୧ ରନରେ ହରାଇଲା ଜିମ୍ବାୱେ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ବି କ୍ୱାଲିଫାଇଂ ମୁକାବିଲାରେ ଜିମ୍ବାୱେ ୩୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରି ସୁପର ୧୨ରେ ପ୍ରବେଶ ଆଶା ଉଜ୍ଜବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ କରିଥିଲା । ସିକନ୍ଦର ରାଜା ୮୨ ରନର ଚମକପ୍ରଦ ଇନିଂସ…

ମହାପ୍ରସାଦ ଦରକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ଲାଗି ରହିଛି ଗହଳି ଚହଳି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଭିଡ଼ ହୋଇଥାଏ ତା ଠାରୁ ବେଶୀ ଆନନ୍ଦ ବଜାରରେ ଗହଳି ହୋଇଥାଏ  । କାରଣ କାର୍ତ୍ତିକ ମାସରେ ମହାପ୍ରସାଦର ଚାହିଦା  ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ…