Latest Odisha News

BREAKING NEWS

୪୩ ଡିଗ୍ରୀରେ ଭାଜି ହେଲା ଝାରସୁଗୁଡ଼ା, କାଲି ଘଡ଼ଘଡ଼ି ବର୍ଷା ନେଇ ୧୯ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଆଜି ରାଜ୍ୟରେ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୪୧ ଡିଗ୍ରୀ ଉପରେ ୧୦ ସହର ରହିଥିବା ବେଳେ ୪୨ ଡିଗ୍ରୀ ଟପିଛି ୪ ସହର । ବୌଦ୍ଧର ସର୍ବୋଚ୍ଚ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ସମସ୍ୟା ! ମାନହାନୀ ମାମଲାରେ ଅରବିନ୍ଦ କେଜ୍ରିୱାଲ ଓ ସଞ୍ଜୟ ସିଂଙ୍କୁ…

 ଅହମଦାବାଦ : ଗୁଜରାଟ ବିଶ୍ୱବିଦ୍ୟାଳୟ ଅଭିଯୋଗ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ଗୁଜରାଟର ଅହମଦାବାଦ କୋର୍ଟ । ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନୀ ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି…

ଅବକାରୀ ମାମଲାରେ ଗତବର୍ଷ ତୁଳନାରେ ଗିରଫଦାରୀ ୫୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ଅବକାରୀ ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୦୨୨-୨୩ ବର୍ଷରେ ରାଜ୍ୟରେ ବେଆଇନ୍‍ ନିଶା କାରବାର ଅଭିଯୋଗରେ ୬୧ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୪୯ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପାଖପାଖି…

ପୁଅର ମୃତ୍ୟୁ ପରେ ନିଜ ନାତୁଣୀକୁ ଜନ୍ମ ଦେଲେ ମହିଳା

ସ୍ପେନ୍ : ଅଧିକାଂଶ ଜେଜେବାପା ଜେଜେମାଆ ନିଜର ନାତିନାତୁଣିକୁ କୋଳରେ ଧରି ଖୁସି ଅନୁଭବ କରିବାକୁ ଚାହାଁନ୍ତି । ଏହି ସୁଖ ଦେଖିବା ପ୍ରତ୍ୟେକ ମହିଳାଙ୍କ ଭାଗ୍ୟରେ ନ ଥାଏ । କେତେକ ମହିଳା ଆଖି ସାମ୍ନାରେ ନିଜ ପୁଅକୁ ହରାଇବାର କଷ୍ଟ ପାଇଥାନ୍ତି । ସ୍ପେନର ଜଣେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ…

ପଠାନ ସଫଳତା ପରେ ଏବେ କମେଡି ନୁହେଁ , ଆକ୍ସନ୍ ଫିଲ୍ମ ଦରକାର : ଜନ୍ ଆବ୍ରାହମ

ମୁମ୍ବାଇ: ଫିଲ୍ମ ‘ପଠାନ' ସଫଳତାରେ ରେକର୍ଡ଼ କରିଛି । ଏଥିରେ ଶାହାରୁଖ ଖାନଙ୍କ ବ୍ୟତୀତ ଜନ୍ ଅବ୍ରହାମଙ୍କ ଅଭିନୟକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି । ତେଣୁ ଏବେ ଜନ୍ ଆଉ କମେଡି ଫିଲ୍ମ କରିବେ ନାହିଁ । ଆଗକୁ କେବଳ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ମନ ବଳାଇଛନ୍ତି ଜନ୍ । କାରଣ ପଠାନରେ…

ଝାରସୁଗୁଡ଼ା ଉପନିର୍ବାଚନ, ଜୁଏଲ ଓରାମ ଓ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ…

ପିଏମ୍ ଆବାସ ଯୋଜନା ବିବାଦ ! ବିଜେପିର ଆରୋପକୁ କାଉଣ୍ଟର କରି ଦୋଷ ଲଦିଲା ବିଜେଡି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ରବିବାର ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଆରୋପ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି ।…

ପୋଲିସ ଉପସ୍ଥିତିରେ ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟ ସଜାଗ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ…

ନୂଆଦିଲ୍ଲୀ : ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍(SOP) । ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର୍ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ଶନିବାର ହତ୍ୟା ପରେ ଏବେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଗୃହ…

ଦୁନିଆର ସବୁଠୁ ଦାମୀ ଜୋତା : ୧୮ କୋଟିରେ ବିକ୍ରି

କଥାରେ ଅଛି, ଯଦି ଆପଣ କାହାର ବ୍ୟକ୍ତିତ୍ୱର ବିଚାର କରିବାକୁ ଚାହାଁନ୍ତି, ତେବେ ଆପଣ ପ୍ରଥମେ ତାଙ୍କ ଜୋତା ଦେଖିବା ଉଚିତ୍ । ଲୋକେ ଘରୁ ବାହାରିଲେ ଜୋତା ପିନ୍ଧି ବାହାରନ୍ତି । ଏବେ ଘରେ ବି ଜୋତା ପିନ୍ଧିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଆପଣ ଜୋତାର ଦାମ୍ ବଜାରରେ ୧୦-ରୁ ୨୦ ହଜାର ଟଙ୍କା…

‘ବର୍ଷାଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିଲେ ରାଜ୍ୟ ରାଜରାସ୍ତାରେ ନିଆଁ ଜଳିବ’:…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାରେ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛି । କଂଗ୍ରେସ ଶାସନ ଅମଳରେ ଓଡ଼ିଶାକୁ ଯେତେ ପକ୍କା ଘର ଆସିଛି, ମୋଦି ସରକାର ଅମଳରେ ୨୦୧୪ ରୁ ୨୦୨୨ ମସିହା ଭିତରେ ବିଗତ ୮ବର୍ଷରେ ତାଠାରୁ ତିନିଗୁଣା ପକ୍କା ଘର ଓଡ଼ିଶାକୁ ମିଳିଛି । ଯଦି ରାଜ୍ୟ ସରକାର ଠିକ୍…