Latest Odisha News

BREAKING NEWS

ହାତୀ କରିଡର ନେଇ ଏନଜିଟିଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ଓଡ଼ିଶା ସରକାରଙ୍କୁ ଆଶ୍ୱସ୍ତି । ହାତୀ କରିଡର ନେଇ ଏନଜିଟି ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ରିଟ୍ ପିଟିସନକୁ ଗ୍ରହଣ କରି ଏନଜିଟିର ଏପ୍ରିଲ୍ ୬ ନିର୍ଦ୍ଦେଶନାମା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।…

ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଜିତିଲେ ଓଡିଶାର ଜୟନ୍ତୀ

ଭୁବନେଶ୍ୱର: ବାଙ୍ଗାଲୋରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ ଓପନ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିୟନଶିପରେ ଓଡିଶାର ଜୟନ୍ତୀ ବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୩ ବର୍ଷୀୟା ଜୟନ୍ତୀ ମହିଳା ୧୦୦ ମିଟରେ ଏହି ସଫଳତା ହାସଲ କର ଓଡିଶାକୁ ଗୌରବାନ୍ୱିତ କରିଛନ୍ତି…

ବିଜେପି ସାଂସଦଙ୍କ ସ୍ୱାଧିକାର ଭଙ୍ଗ ନୋଟିସ୍, ରାଜ୍ୟକୁ ଜବାବ ମାଗିଲେ କେନ୍ଦ୍ର ସରକାର

ଝାରସୁଗୁଡା: ସମ୍ବଲପୁରରେ ହିଂସା ପରେ ବିଜେପି ସାଂସଦ ପୀଡ଼ିତ ପରିବାରକୁ ଭେଟିବାକୁ ଯିବାବେଳେ ପ୍ରଶାସନ ଅଟକାଇବା ଓ ଗିରଫ କରିବା ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସରକାର । ବିଜେପି ସାଂସଦଙ୍କ ଅଭିଯୋଗ କ୍ରମେ ଡିଓପିଟି ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଏନେଇ ୧୫ ଦିନ ମଧ୍ୟରେ ଜବାବ…

ଆଇପିଏଲ, ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରିଲେ ରାହୁଲ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଯୋଗୁ ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଇପିଏଲ ୨୦୨୩ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ଓହରି ଯାଇଛନ୍ତି । ରାହୁଲ ଆଇପିଏଲ ଅଧାରୁ ଓହରିଯିବା ଫଳରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଶକ୍ତ ଧକ୍କା ଲାଗିଛି । ସେହିପରି ବିଶ୍ୱ ଟେଷ୍ଟ…

ସୋଆର ସହରାଞ୍ଚଳ ପଶୁ ଚିକିତ୍ସାଳୟକୁ ବର୍ଷେ, ୫ ହଜାରରୁ ଅଧିକ ପଶୁପକ୍ଷୀ ଚିକିତ୍ସିତ

ଭୁବନେଶ୍ୱର: ଗୋଟିଏ ବର୍ଷ ତଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆରମ୍ଭ ହୋଇଥିବା ସହରାଞ୍ଚଳ ପଶୁ ଚିକିତ୍ସାଳୟ (ଅର୍ବାନ୍ ଭେଟେରିନାରୀ ହସ୍ପିଟାଲ୍‌)ରେ ବର୍ଷକ ମଧ୍ୟରେ ପ୍ରାୟ ୫୫୨୭ ପଶୁପକ୍ଷୀଙ୍କର ବିଭିନ୍ନ ରୋଗର ଚିକିତ୍ସା କରାଯାଇ ପାରିଛି । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ୁଥିବା ବେଳେ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍-୧୯କୁ ଡବ୍ଲୁଏଚଓ ବିଶ୍ୱ ମହାମାରୀ ସୂଚୀରୁ ହଟାଇ ଦେଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟ କମିଟିର ୧୫ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଡବ୍ଲୁଏଚଓର ଡାଇରେକ୍ଟର…

ଭିନ୍ନ ଢଙ୍ଗରେ ଏଣ୍ଟ୍ରି କଲେ ଅଭିଷେକ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡ଼ି ଶୋ ‘ଦ କପିଲ ଶର୍ମା’କୁ ଫେରିଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକ । ସମ୍ପ୍ରତି ଶୋ’ର ପ୍ରୋମୋ ଟେଲିକାଷ୍ଟ ହେଉଛି, ଯେଉଁଥିରେ ହାସ୍ୟ ଅଭିନେତା ଭିନ୍ନ ଢଙ୍ଗରେ ଏଣ୍ଟ୍ରି କରୁଛନ୍ତି । ସେ ‘ସପନା’ ଚରିତ୍ରରେ ନଜର ଆସିବା ସହ ତାଙ୍କ ପାଲର…

ଭିନ୍ନ ପରମ୍ପରା: ପୁଅ ଘର ଲୋକ ଝିଅକୁ ଦିଅନ୍ତି ମାଛ ଦାନ୍ତର ହାର

ଅଷ୍ଟ୍ରେଲିଆ: ଦୁନିଆରେ ଯେତେ ଦେଶ ଅଛି ସେତେ ରୀତିନୀତି ଅଛି । ଆଉ ବାହାଘରକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ପାଳନ କରାଯାଇଥାଏ । ଅଷ୍ଟ୍ରେଲିଆରେ ଥିବା ଫିଜିୟାନ ହେଉଛି ଏକ ଛୋଟ ଦ୍ୱୀପ ଯେଉଁଠାରେ ଲୋକମାନେ ଅନେକ ରୀତିନୀତି ପାଳନ କରିଥାନ୍ତି । ସାଧାରଣତଃ ବିବାହ ସମୟରେ ପୁଅ ଘର ପକ୍ଷରୁ ସୁନାର…

ଠକ ତାନ୍ତ୍ରିକ କୈଫି ଖାନ ନାଁରେ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ସାଲେପୁରରେ ଜମି

କଟକ: ଠକେଇ ମାମଲାରେ ମଙ୍ଗଳବାଗ ପୋଲିସ ଗିରଫ କରିଥିବା ତାନ୍ତ୍ରିକ କୈଫି ଖାନ୍ ନାଁରେ ବିଭିନ୍ନ ବ୍ୟାଙ୍କରେ ୮୦ଟି ଆକାଉଣ୍ଟ ଥିବା ଜଣାପଡ଼ିଛି । ସାହାରାରେ ମଧ୍ୟ କୈଫି ଖାନର ଏକାଧିକ ଆକାଉଣ୍ଟ ରହିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ । ୮୦ ବ୍ୟାଙ୍କ ଆକାଉଣ୍ଟ ଥିବା ବେଳେ ସେଥିରେ…

ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇବାକୁ ବିଜେପିର ‘ଆମେଥି ପ୍ଲାନ’

ଭୁବନେଶ୍ୱର: ମଧ୍ୟପ୍ରଦେଶ ପାଇଁ ବଢିଛି ବିଜେପିର ଚିନ୍ତା। ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ କିଭଳି ଶାସନକୁ ଫେରିବ ସେ ନେଇ ଚିନ୍ତା ବଢିଛି। ସେଥିପାଇଁ ଦଳ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରମୁଖ ଦମଦାର ନେତାଙ୍କ ଉପରେ ଆଖି ପକାଇଛି…