Latest Odisha News

BREAKING NEWS

୨ ଦିନରେ ୪ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ପୁରୀ ବିଚରେ ଲାଗିଲା ଲାଲ୍ ପତାକା

ପୁରୀ: ମହୋଦଧୀରେ ୨ ଦିନରେ ୪ ଜଣଙ୍କ ମୃତ୍ୟୁ ପରେ ବେଳାଭୂମିରେ ଲାଲ୍ ପତାକା ପୋତିଛି ପ୍ରଶାସନ । ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଉଚ୍ଚ ଜୁଆର ସହ ସମୁଦ୍ର ପାଣିର ଶକ୍ତି ଅଧିକ ରହୁଛି । ଲାଲ୍ ପତାକା ପୋତି ସମୁଦ୍ର ସ୍ନାନକୁ ବାରଣ କରିଛି ପ୍ରଶାସନ । ବୁଧବାର ୨ ଓ ଗୁରୁବାର ୨ ଜଣ ଏମିତି ଦୁଇ…

ସମ୍ଭାବ୍ୟ ବାତ୍ୟା କୁଆଡେ ଯିବ ? କେଉଁ ଦିଗକୁ ମୁହାଁଇବ ? ପୂର୍ବାନୁମାନ କଲେ ବିଭିନ୍ନ ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟା ରୂପ ନେଇପାରେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ବାତ୍ୟା ମୋଖା ଦେଶର ପୂର୍ବ ଉପକୂଳରେ ଲ୍ୟାଣ୍ଡ ଫଲ କରିବାର ସମ୍ଭାବନା ରହିଛି । ଆଇଏମଡି ତଥ୍ୟ ଆଧାରରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ…

ଆଜିଠାରୁ ଡାଇମଣ୍ଡ ଲିଗ ଆଥଲେଟିକ୍ସ: ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର

ଦୋହ: ଶୁକ୍ରବାରଠାରୁ ଡାଇମଣ୍ଡ ଲିଗ ଆଥଲେଟିକ୍ସ ଆରମ୍ଭ ହେବାକୁ ଯାଉଛି । ଡାଇମଣ୍ଡ ଲିଗର ୧୪ତମ ସିଜନରେ ୫ମାସରେ ୧୪ଟି ସହରରେ ୧୪ଟି ସିରିଜ ଆୟୋଜିତ ହେବ । ବ୍ରୁସେଲ୍ସରେ ସେପ୍ଟମ୍ବର ୮ରେ ଶେଷ ସିରିଜ ଖେଳାଯିବ । ଏହା ପରେ ଆମେରିକାର ୟୁଜିନରେ ୧୬ ଡିସେମ୍ବରରୁ ଫାଇନାଲ୍ସ ଆୟୋଜିତ ହେବ । ଏଥିରେ…

କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି; ଦେବେ ୧୧୧ କୋଟିର ସହାୟତା

ଭୁବନେଶ୍ୱର: ୮ ଲକ୍ଷ କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା…

ଉଦାର କୂଟନୀତି : ଅଭିନବ କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ଘଟିଥିବା ତୁର୍କୀର ପ୍ରତ୍ୟେକ ଭିଡିଓ ଉତ୍ତୋଳନ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । ଏଥିରେ ଦର୍ଶାଇଛି ଯେ ତୁର୍କୀରେ ଭୂକମ୍ପ ପରେ ଭାରତର ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଶେଷ କରି ଗତ ମାର୍ଚ୍ଚ ମାସରେ…

ଟାଇଗର ୩: ସଲମାନ-ଶାହାରୁଖଙ୍କ ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ହେବ ୩୫ କୋଟି

ମୁମ୍ବାଇ: ପଠାନ ଫିଲ୍ମରେ ସଲମାନ ଖାଁଙ୍କ କ୍ୟାମିଓ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲେ । ଶାହାରୁଖ ଖାଁ ଓ ସଲମାନଙ୍କୁ ଏକତ୍ର ଦେଖି ଦର୍ଶକ ପାଗଳ ପ୍ରାୟ ହୋଇ ଉଠିଥିଲେ । ଏହାର ସଫଳତା ପରେ ଟାଇଗର ୩ରେ ମଧ୍ୟ ଦୁଇ ସୁପରଷ୍ଟାର ଏକତ୍ର ହେବେ । ମନୀଷ ଶର୍ମା ନିର୍ଦ୍ଦେଶିତ ଏହି ଫିଲ୍ମରେ ମେକର୍ସ…

ଶିମିଳିପାଳରେ ରାଷ୍ଟ୍ରପତି; ଚହଲାରେ କରିବେ ମଧ୍ୟାହ୍ନଭୋଜନ

ମୟୂରଭଞ୍ଜ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ୨ୟ ଦିନ । ୨ୟ ଦିନରେ ଆଜି  ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିଛନ୍ତି ରାଷ୍ଟ୍ରପତି  । ରାଷ୍ଟ୍ରପତିଙ୍କର ଏହି ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି…

ଗୌତମ ବୁଦ୍ଧଙ୍କ ମୁକ୍ତ ବିଚାର

'ବୁଦ୍ଧ ପୂର୍ଣ୍ଣିମା' ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ଆଲେଖ୍ୟ  ମହାନୁଭବ ମହାତ୍ମା ବୁଦ୍ଧଙ୍କ ବିଚାର ଏକ ମୁକ୍ତ ବିଚାର। ଏକ ମୁକ୍ତ ସ୍ବାଧୀନ ଜୀବନଜୀଇଁବାର ମାର୍ଗ। ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ବୁଦ୍ଧ ଜଣେ ବ୍ୟକ୍ତି ନୁହନ୍ତି ସେ ଏକ ଉପଲବ୍ଧି। ବୁଦ୍ଧତ୍ବ ଏକ ଜ୍ଞାନାଲୋକ ଯାହା…

ଏନସିପି କୋର କମିଟିରେ ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର

ମୁମ୍ବାଇ:  ଏନସିପିର କୋର କମିଟି ଶରଦ ପାୱାରଙ୍କ ଇସ୍ତଫାକୁ ନାମଞ୍ଜୁର କରି ଦେଇଛି । ମୁମ୍ବାଇରେ ଅନୁଷ୍ଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ  ଶରଦଙ୍କ ସମର୍ଥକମାନେ ଜୋରଦାର ପାଟିତୁଣ୍ଡ କରିଥିଲେ । ଶରଦ ତାଙ୍କ ଇସ୍ତଫା ଫେରାଇ ନେବାକୁ ସମର୍ଥକମାନେ ଦାବି କରିଥିଲେ । । ଶେଷରେ…

ବିଷ ଖାଇ ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ

ଥିରୁଭନନ୍ତପୁରମ: ଆତ୍ମହତ୍ୟା କଲେ କେରଳର ପ୍ରଥମ କିନ୍ନର ବଡି ବିଲଡର ପ୍ରବୀନ ନାଥ। ଗୁରୁବାର ଥ୍ରିସୁରରେ ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ୨୧ ବର୍ଷୀୟ ପ୍ରବୀଣ ଗୁରୁବାର ଅପରାହ୍ନରେ ବିଷ ଖାଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ପ୍ରବୀଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର…