Latest Odisha News

BREAKING NEWS

ପାୱାରଙ୍କ ଇସ୍ତଫାକୁ ନେଇ ସସପେନ୍ସ, ଅଜିତ ପାୱାର ନା ସୁ୍ପ୍ରିୟା ସୁଲେ କିଏ ହେବ ଏନସିପି ଅଧ୍ୟକ୍ଷ ?

ମୁମ୍ବାଇ: ୧୯୯୯ ମସିହାରେ ଶଦର ପାୱାର ନ୍ୟାସନାଲ କଂଗ୍ରେସ ପାର୍ଟି (NCP)ର ଗଠନ କରିଥିଲେ । ଆଉ ଦଳ ପ୍ରତିଷ୍ଠାର ୨୪ ବର୍ଷ ପରେ ପାୱାର ଦଳ ଉପରୁ ନିଜ ପାୱାରକୁ ପ୍ରତ୍ୟାହାର କରି ନେଇଛନ୍ତି । ଏନସିପିର ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା ପରେ କିଏ ଦଳର ଅଧ୍ୟକ୍ଷ ହେବ ତାକୁ ନେଇ ଚର୍ଚ୍ଚା…

୧୮ ବର୍ଷ ହେଲା ଜିନ୍ସ ଧୋଇ ନାହାଁନ୍ତି ମହିଳା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜର୍ଜିଆ:ଅନେକ ଲୋକ ଅଛନ୍ତି, ଯିଏ କି ନିଜ ଡ଼୍ରେସ ଥରେ ପିନ୍ଧିବା ପରେ ସଫା କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ସପ୍ତାହେ ପର୍ଯ୍ୟନ୍ତ ସେମାନେ ଡ଼୍ରେସ ସଫା ନ କରି ପିନ୍ଧିଥାନ୍ତି । ଅନେକ ଜିନ୍ସ ପରି ମୋଟା ପୋଷାକକୁ ବାରମ୍ବାର ଧୋଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା ଅଛନ୍ତି…

ସନ୍ଧ୍ୟା ୭ଟା ଯାଏ କଟକ, ଭୁବନେଶ୍ୱର ସହ ୧୦ ଜିଲ୍ଲାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ କାଳବୈଶାଖୀ ବର୍ଷା ସନ୍ଧ୍ୟା ୭ଟା ଯାଏ ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ୱିନ୍ ସିଟି ସହ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି । ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ନେଇ ଜଗତସିଂହପୁର,…

ଜ୍ୱାଇଁର ଆତଙ୍କରାଜ: ଭୁଜାଲି ମାଡ଼ରେ ଶାଶୂ ଶ୍ୱଶୁର ଲହୁଲୁହାଣ

କେନ୍ଦ୍ରାପଡ଼ା: ଶଶୁର ଘରେ ଜ୍ୱାଇଁ ଘଟାଇଛି ଆତଙ୍କ ରାଜ  । ଭୁଜାଲିରେ ହାଣି ଲହୁଲୁହାଣ କରିଛି ଶାଶୁ ଓ ଶଶୁରଙ୍କୁ  । ଏପରି କାଣ୍ଡ ଘଟାବା ପରେ ଫେରାର ହୋଇଯାଇଛି ଜ୍ୱାଇଁ । ଏମିତି ଘଟଣା ଘଟିଛି କେନ୍ଦ୍ରାପଡ଼ା ବ୍ଲକର କଂସାର ଗ୍ରାମ ପଂଚାୟତର ବାଇପୁର ଗ୍ରାମରେ । ବାଇପୁର ଗ୍ରାମର କୁମ…

ଦୁର୍ଘଟଣାରେ ଛିଟିକି କାର ଛାତ ଉପରେ ପଡିଲେ ଯୁବକ, ୩ କିମି ଘୋଷାରି ନେବା ପରେ ଫିଙ୍ଗି ଦେଲେ ଚାଳକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲରେ ହିଟ ଆଣ୍ଡ ରନ କେସ । ଏହାର ଏକ ଭିଡିଓ ଭାଇରାଲ ହୋଇଛି । କାରର ଡ୍ରାଇଭର ବାଇକକୁ ଧକ୍କା ଦେଇଥିଲା । ଧକ୍କା ପରେ ଜଣେ ବାଇକରେ ବସିଥିବା ୨ ଭାଇଙ୍କ ମଧ୍ୟରୁ ଜଣେ ଛିଟିକି ଯାଇ କାରର ଛାତ ଉପରେ ପଡିଥିଲେ । ହେଲେ କାର ଚାଳକ କାର ରୋକିବା ପରିବର୍ତ୍ତେ…

ଖରା ଛୁଟିରେ ପିଲା ପଢିବେ ପାଠ; ହୋମ ୱାର୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

ଭୁବନେଶ୍ୱର: ଖରାଦିନ ଛୁଟିରେ ସ୍କୁଲ ପିଲା ପାଠ ପଢିବେ । ସ୍କୁଲ ବନ୍ଦ ରହିଲେ ବି ପିଲାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହଲିଡେ ହୋମୱାର୍କ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ଓ ଦଶମ ଶ୍ରେଣୀ…

ଛତିଶଗଡରେ ବ୍ୟାନ୍ ହେବ କି ବଜରଙ୍ଗ ଦଳ? ମୁଖ୍ୟମନ୍ତ୍ରୀ କହିଲେ…

ରାୟୁପର:  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ରାଜ୍ୟରେ ବଜରଙ୍ଗ ଦଳ ବ୍ୟାନ୍ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଛତିଶଗଡ଼ରେ ଏହାକୁ ବ୍ୟାନ୍ କରିବା ନେଇ ଚିନ୍ତା କରୁଛନ୍ତି ଭୂପେଶ ବଘେଲ ସରକାର। ଏନେଇ ସେ କହିଛନ୍ତି ଯେ ବଜରଙ୍ଗୀମାନେ ଯେଉଁ ଗଡ଼ବଡ଼ କରିଥିଲେ ତାକୁ ଆମେ…

ଏବେ ଓଡ଼ିଶା ପାଇଁ ବାତ୍ୟାର କିଛି ସତର୍କ ସୂଚନା ନାହିଁ କହିଲେ ଆଇଏମଡି ଡିଜି, ଆଜିଠାରୁ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି। ୭ ରେ ଲଘୁଚାପ…

ଏନ୍‌ସିପି ସାଧାରଣ ସମ୍ପାଦକ ପଦରୁ ଜିତେନ୍ଦ୍ରଙ୍କ ଇସ୍ତଫା; ସେପଟେ ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ମେଳି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏନ୍‌ସିିପିରେ ହେଇପାରେ ବଡ ପରିବର୍ତ୍ତନ। ଏନ୍‌ସିପିର ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଜଣେ ପରେ ଜଣେ କର୍ମୀ ଦଳରୁ ଇସ୍ତଫା ଦେଇଛନ୍ତି। ସେପଟେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କ ଘରେ ବିଧାୟକଙ୍କ ମେଳି ଲାଗିଲାଣି। ତେଣୁ ଏନ୍‌ସିପିରେ…

ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି

ଝାରସୁଗୁଡା: ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାକୁ ହାତରେ ଆଉ ସପ୍ତାହେ ସମୟ ରହିଛି। ଏହାପୂର୍ବରୁ ଝାରସୁଗୁଡା ବିଜେପି ସଭାପତି ମଙ୍ଗଳ ସାହୁ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ଦଳର ସାଂସଦ ମାନସ…