Latest Odisha News

BREAKING NEWS

ବିନା ଅନୁମତିରେ ସାଉଦି ଆରବ ଯାଇ ନିଲମ୍ବିତ ହେଲେ ମେସି

ଦୁବାଇ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସିଙ୍କୁ ପ୍ୟାରିସ ସେଂଟ ଜର୍ମାନ କ୍ଲବ ନିଲମ୍ବିତ କରିଛି । ମେସି କ୍ଲବଠାରୁ ଅନୁମତି ନ ନେଇ ସାଉଦି ଆରବ ଗସ୍ତରେ ଯାଇଥିବାରୁ ୨ ସପ୍ତାହ ପାଇଁ କ୍ଲବରୁ ସସପେଣ୍ଡ ହୋଇଛନ୍ତି । ସେ ୧୪ ଦିନ ପିଏସିଜି ପକ୍ଷରୁ କୌଣସି ମ୍ୟାଚ ଖେଳିପାରିବେ…

ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଋଷ ରାଷ୍ଟ୍ରପତି ଭବନ ଉପରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଋଷ ଅଭିଯୋଗ କରିଛି ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ୍ ଷଡ଼ଯନ୍ତ୍ର କରିଛି । ତେବେ ଆକ୍ରମଣରେ ପୁଟିନଙ୍କ କୌଣସି କ୍ଷତି ହୋଇ ନାହିଁ । ସେ…

ବର୍ଷା ଯୋଗୁ ବାତିଲ ହେଲା ଚେନ୍ନାଇ-ଲକ୍ଷ୍ନୌ ମ୍ୟାଚ

ଲକ୍ଷ୍ନୌ: ବର୍ଷା ଯୋଗୁ ଆଜି ଏଠାରେ ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ଚେନ୍ନାଇ ସୁପର କିଙ୍ଗସ ମ୍ୟାଚ ଅଧାରୁ ବାତିଲ ହୋଇଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆୟୁଷ ବଦାନୀ ଦଳ…

ଧୁମ୍‌ଧାମ୍‌ରେ ଆୟୋଜିତ ହେଉଥିଲା ସୁନ୍ଦର ଗୋଡ଼ ପ୍ରତିଯୋଗିତା, ଭାଗ ନେଉଥିଲେ କେବଳ ମହିଳା

ଲଣ୍ଡନ: ମିସ୍ ୱାର୍ଲ୍ଡ, ମିସ୍ ୟୁନିଭର୍ସ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଏ, ଯେଉଁଥିରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ପରଖା ଯାଇଥାଏ । ହେଲେ ମହିଳାଙ୍କ ଗୋଡ଼କୁ ନେଇ ପ୍ରତିଯୋଗିତା କରାଯାଇଥାଏ ତାହା ଶୁଣିଛନ୍ତି ? ପୁରାତନ କାଳରେ ମହିଳାଙ୍କ ଚେହେରାର ସୌନ୍ଦର୍ଯ୍ୟ ଅପେକ୍ଷା ପାଦର…

ସେଲଫି ନେବାରୁ ପ୍ରଶଂସକଙ୍କ ହାତକୁ ଠେଲିଦେଲେ ଶାହରୁଖ

ମୁମ୍ବାଇ: ଫିଲ୍ମ “ପଠାନ”ର ସଫଳତା ପରେ ବଲିଉଡର କିଙ୍ଗ ଖାନ ତଥା ଶାହରୁଖ ଖାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ ତାଙ୍କର ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି । ଜଣେ ପ୍ରଶଂସକ ସେଲଫି ନେବାରୁ ଶାହରୁଖ ରାଗି କରି ହାତକୁ ଛାଟି ଦେଇଛନ୍ତି ।…

କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: କୋରାପୁଟର କୋଟିଆକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି କୋଟିଆ ବିବାଦର ସମାଧାନ ପାଇଁ କଣ କରିଛି ଉତ୍ତର ଦିଅ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କୋଟିଆରେ ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସନିକ…

ସରିଲା ସନ୍ନି ଦେଓଲଙ୍କ ପୁଅ କରଣଙ୍କ ନିର୍ବନ୍ଧ: ଜୁନ୍‌ରେ ବିବାହ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲଙ୍କ ନିର୍ବନ୍ଧ ହୋଇଯାଇଛି । ତାଙ୍କର ପିଲାଦିନର ସାଙ୍ଗଙ୍କ ସହ ନିର୍ବନ୍ଧ ହୋଇଛି । ଆସନ୍ତା ଜୁନ୍‌ରେ ସେମାନଙ୍କ ବିବାହ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ କରଣଙ୍କ…

ଇଷ୍ଟର୍ଣ୍ଣ ସ୍ପୋର୍ଟିଂକୁ ହରାଇଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ମହିଳା ଲିଗ ଫୁଟବଲର ଏକ ମୁକାବିଲାରେ ଓଡିଶା ଏଫସି ଟିମ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗତ ମ୍ୟାଚର ପରାଜୟକୁ ଭୁଲି ଓଡିଶା ଟିମ ୪-୦ ଗୋଲରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନକୁ ସହଜରେ ପରାସ୍ତ କରିଛି ।…

କୃଷି, କୃଷକ ଓ ଯୁବକଙ୍କୁ ନେଇ ଖବୁଶୀଘ୍ର କୃଷି କନ୍‌କ୍ଲେଭ ୨୦୨୩

ଭୁବନେଶ୍ୱର: ଓଡ଼ିଶାର କୃଷି ଓ କୃଷକର ବିକାଶକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସମୟରେ କାର୍ଯ୍ୟ କରି ଆସୁଛନ୍ତି । କୃଷି ଆମ ରାଜ୍ୟର ଅର୍ଥନୀତିର ପରିମାପକ । କୃଷି ଓ କୃଷକର ବିକାଶକୁ ମୂଳମନ୍ତ୍ର ଭାବରେ ବିବେଚନା କରି ୨୦୧୮ରୁ କୃଷି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା କୃଷି…

ଘୁଂଚିବ କି ଯବାନ ଫିଲ୍ମର ରିଲିଜ ତାରିଖ ?

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଯବାନ ଉପରେ ସମସ୍ତଙ୍କ ନଜର । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜବାନ ଜୁନ ୨ ବଦଳରେ ୨୯କୁ ରିଲିଜ ହୋଇପାରେ । ଯବାନର ଟିଜର ବଜାରକୁ ନ ଆସିବା ନେଇ ଏହି ସନ୍ଦେହ ବ୍ୟକ୍ତ କରାଯାଉଛି । ଫିଲ୍ମର ପ୍ରଡକ୍ସନ କମ୍ପାନୀ ରେଡ…