ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡ଼ିଶାର ଦେବଦତ୍ତ ଚାନ୍ଦ
ଭୁବନେଶ୍ୱର: ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି । ବଲାଙ୍ଗୀର ଜିଲ୍ଲା ପ୍ୟାଲେସ ଲାଇନର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ…