ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି; ଶବକୁ କାଟି ପ୍ରେସରକୁକରରେ ରାନ୍ଧିଲେ ପ୍ରେମିକ
ମୁମ୍ବାଇ: ମୁମ୍ବାଇରେ ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ପୁନରାବୃତ୍ତି । ଶ୍ରଦ୍ଧାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବା ପରେ ଟିକି ଟିକି କାଟି ଫିଙ୍ଗିଥିଲେ । ହେଲେ ଏ ପ୍ରେମିକ ଆହୁରି ନିର୍ଦ୍ଦୟ । ଏ ନରରାକ୍ଷାସ ପ୍ରେମିକାଙ୍କୁ ତ ହତ୍ୟା କଲେ । ହତ୍ୟା ପରେ ଶବଠାରୁ ବି…