ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକଙ୍କ ଭିତରେ ବିଭିନ୍ନ ଗୋଷ୍ଠୀ ଓ ନିଯୋଗ ପ୍ରତିଷ୍ଠିତ ହୋଇଛି। ଆମେ ଆଜି ସେହିପରି ଏକ ନିଯୋଗ ସାବତ ନିଯୋଗ ଓ ଏକ ଗୋଷ୍ଠୀ ଯେଉଁମାନେ ମହାପ୍ରଭୁଙ୍କ ପ୍ରତ୍ୟେକ…