ପୁଟିନଙ୍କୁ ଚେତାବନୀ ଦେଲେ ଜି-7 ଦେଶ: ପରମାଣୁ ଆକ୍ରମଣ ଧମକକୁ ଚାରିଆଡୁ ସମାଲୋଚନା
ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଥିବା ଋଷକୁ ଜି-7 ଦେଶ ସମୁହ ଚେତାବନୀ ଦେଇଛନ୍ତି । ଆଗକୁ ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜି-7 ରାଷ୍ଟ୍ରସମୁହ ଘୋଷଣା କରିଛନ୍ତି । ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି…