Latest Odisha News

BREAKING NEWS

୫ ମହଲା ବାଲକୋନି ଗ୍ରିଲରେ ଫସିଗଲା ଶିଶୁ, ଉଦ୍ଧାର କଲେ ପଡ଼ୋଶୀ

ଚୀନ୍‌: ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ଦେଖିବାକୁ ମିଳେ, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠେ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ତାକୁ ଯିଏ ଦେଖିଛି ସେ ଭଗବାନଙ୍କୁ ଡ଼ାକିଛି । କାରଣ ଜଣେ ୨ ବର୍ଷ ପିଲା ୫ ମହଲା ବିଶିଷ୍ଟ ଘରର ବାଲକୋନି ଗ୍ରୀଲରେ ଫସିଯାଇଥିଲା । ଏପରି ଝୁଲି…

ବାହୁବଳୀ ଶିଶୁ: ଓଜନ ବୃଦ୍ଧି ଦେଖି ଡାକ୍ତର ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଜନ୍ମ ସମୟରେ ଗୋଟେ ପିଲାର ଓଜନ କେତେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଅନେକ ପିଲା ଜନ୍ମ ବେଳେ ଓଜନ କମ୍ ହେତୁ ସେମାନେ ବିଭିନ୍ନ ରୋଗକ୍ଷହ ସଂକ୍ରମିତ ହେବାର ଆଶଙ୍କା ରହିଥାଏ । କିନ୍ତୁ ଆପଣଙ୍କୁ ଏକ ଶିଶୁ ବିଷୟରେ କହିବୁ ଯିଏ ତା ବୟସ ଅନୁସାରେ ଦୁଇଗୁଣ ଓଜନ ଅଧିକ । ଏପରି ଓଜନ…

କଳାହାଣ୍ଡି ଜିଲ୍ଲାରେ ୨ଟି କୋର୍ଟର ନୂଆ କୋଠାକୁ ଉଦଘାଟନ କଲେ ମୁଖ୍ୟ ବିଚାରପତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଏମ. ରାମପୁର ଏବଂ କେସିଙ୍ଗା ଠାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧରଅତିରିକ୍ତ ଦେୱାନୀ ଜଜ୍ ତଥା ଜେଏମଏଫସିର ନୂତନ କୋଠାର ଶୁଭ ଉଦଘାଟନ କରିଛନ୍ତି । କୋଠା ଉଦଘାଟନୀ ଅବସରରେ ହାଇକୋର୍ଟ ଜଜ୍ ଡ ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ ନିଜ…

ରାଜଧାନୀରୁ ୧୬ଟି ଚୋରା ବାଇକ୍ ଜବତ, ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ଭୁବନେଶ୍ୱର: କ୍ୟାପିଟାଲ୍ ଥାନା ପୋଲିସ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବା ସହ ୧୬ଟି ଚୋରି ବାଇକ୍ ଜବତ କରିଛି । ପୋଲିସ ହାତରେ ଧରା ପଡ଼ିଛି ଗ୍ୟାଙ୍ଗର ମୁଖ୍ୟ ସୁକାନ୍ତ କୁମାର ରେଡ୍ଡୀ । ଅନ୍ୟ ଗିରଫ ମାନେ ହେଲେ ସୌମିତ୍ର ଦାସ, ଗୁଣଧର ମିର୍ଦା ଓ ସୋମନାଥ ଦାସ । ସମସ୍ତ ଅଭିଯୁକ୍ତ…

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…

ମହିଳା ଫୁଟବଲ ଲିଗ: ଓଡିଶା ଏଫସିର ବିଜୟଧାରାରେ ବ୍ରେକ ଦେଲା କିକଷ୍ଟାର୍ଟ ଏଫସି

ଭୁବନେଶ୍ୱର: ଚଳିତ ମହିଳା ଫୁଟବଲ ଲିଗରେ ରବିବାର ଓଡିଶା ଏଫସିର ବିଜୟ ଧାରାରେ ବ୍ରେକ ଦେଇଛି କିକଷ୍ଟାର୍ଟ ଏଫସି । ଅହମ୍ମଦାବାଦର ଶାହିଲବାଗ ପୋଲିସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ଓଡିଶା ଟିମ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ୨୦ତମ ମିନିଟରେ ଅଞ୍ଜୁଙ୍କୁ ବିପକ୍ଷ ଦଳର ଖେଳାଳି…

ଏସିଆନ ୟୁଥ ଆଥଲେଟିକ୍ସ: ରୌପ୍ୟ ପଦକ ଜିତିଲେ ଓଡିଶାର ବାପି ହାଁସଦା

ଭୁବନେଶ୍ୱର: ଉଜବେକିସ୍ତାନର ତାସକେଂଟରେ ଚାଲିଥିବା ୟୁଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ବାପି ହାଁସଦା ରୌପ୍ୟ ପଦକ ହାସଲ କରିଛନ୍ତି । ବାଲେଶ୍ୱରର ଏହି ୧୭ ବର୍ଷୀୟ ଆଥଲେଟ ୪୦୦ ମିଟର ହର୍ଡଲ୍ସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୫୧.୩୮ ସେକେଣ୍ଡ ସମୟ ନେଇ ରେସ…

ଦେହରେ ନିଆଁ ଲଗାଇ କରୁଥିଲେ ରିଲ୍ସ, ଜଳିଗଲା ପୂରା ଶରୀର

ନ୍ୟୁୟର୍କ: ଆଜିର ଯୁବପିଢୀଙ୍କୁ ରିଲ୍‌ସ ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ ବନାଉଛନ୍ତି । କେବଳ ଶୀଘ୍ର ପ୍ରସିଦ୍ଧ ହେବା ପାଇଁ ସେମାନେ ଏପରି ଷ୍ଟଣ୍ଟ କରୁଛନ୍ତି, ଯାହା ତାଙ୍କୁ ବିପଦରେ ପକାଉଛି । ନିକଟରେ ଆମେରିକାରେ ଜଣେ ଯୁବକ ରିଲ୍ସ କରୁଥିବା ବେଳେ…

ଶେଷ ବଲରେ ଚେନ୍ନାଇକୁ ହରାଇଲା ପଞ୍ଜାବ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ପଞ୍ଜାବ କିଙ୍ଗସ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୪ ୱିକେଟ ବିନିମୟରେ ୨୦୦ ରନ ସଂଗ୍ରହ କରିଥିଲା । ଡେଭନ କନୱେ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି

ବ୍ରହ୍ମପୁର: ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ରାଜ୍ୟବାସୀଙ୍କ ଲାଗି ସୁରକ୍ଷା ସଂସ୍କୃତି ସୃଷ୍ଟି ଓ ପ୍ରସାର କରିବା ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ପଥପ୍ରାନ୍ତ ନାଟକ ଜରିଆରେ ଜନ ସଚେତନତା ସୃଷ୍ଟି କରାଯାଉଛି। ପଶୁ ଶିକାର ପାଇଁ ବେଆଇନ…