Latest Odisha News

BREAKING NEWS

ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ଗାଡି ଉପରକୁ ମୋବାଇଲ ଫିଙ୍ଗିଲେ ମହିଳା, ଜାଣନ୍ତୁ ପୂରା ଘଟଣା

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଏକ ବଡ଼ ତ୍ରୁଟି। କର୍ଣ୍ଣାଟକର ମହୀଶୂରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମୋବାଇଲଫୋନ୍ ଫିଙ୍ଗିବା ମାମଲା ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମହୀଶୂରରେ ରୋଡ୍ ଶୋ କରୁଥିଲେ। ସୋସିଆଲ…

ଶ୍ରମମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଜେଡି ନେତ୍ରୀଙ୍କୁ କଲ୍ୟାଣ ବୋର୍ଡରେ ନିଯୁକ୍ତି ଦିଆଗଲା: ବିଜେପି

ଭୁବନେଶ୍ୱର: ବିଜେଡି ନେତ୍ରୀ ସଞ୍ଜୁକ୍ତା ମହଲଙ୍କୁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଯିଏକି ନିକଟରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କୁ ଏବେ ବିଭିନ୍ନ ପଦରେ ଥାଇଥାନ…

ପ୍ରଧାନମନ୍ତ୍ରୀ କହିଲେ ଇସ୍ତଫା ଦେବାକୁ ରାଜି: ବ୍ରିଜଭୂଷଣ

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ସପ୍ତାହେ ଧରି ଦିଲ୍ଲୀର ଜନ୍ତରମନ୍ତରରେ କୁସ୍ତିଯୋଦ୍ଧା ଧାରଣାରେ ବସିଛନ୍ତି। ବିରୋଧୀ ବିଜେପି ସାଂସଦଙ୍କ ଇସ୍ତଫା ଦାବି କରିବା ସହ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ତେବେ…

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ଚାରି ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବାର୍ସିଲୋନାର ଉତ୍ତରରେ ଥିବା ମୋୟା…

ଗଡଚିରୋଲିରେ ନକ୍ସଲ-ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ, ୩ ନକ୍ସଲଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିବିନିମୟ ହୋଇଛି। ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି। ହତ୍ୟାର ଶିକାର ନକ୍ସଲମାନଙ୍କ ଉପରେ ୩୬ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଭାମରାଗର ତାଲୁକାରେ ସି୬୦…

ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହାନ୍ତି ଅମିଶା

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଅମିଶା ପଟେଲ ଏବେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଯଦି ସୁଯୋଗ ମିଳିବ ତେବେ ସେ ହଲିଉଡ଼ର ଅଭିନେତା ଟମ କ୍ରୁଜଙ୍କୁ ବିବାହ କରିବାକୁ ଚାହିଁବେ । ଅମିଶାଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ…

ଦୁନିଆର ସବୁଠାରୁ ବିପଜ୍ଜନକ ଫୁଟପାଥ : ପ୍ରତ୍ୟେକ ଦିନ ପଥଚାରୀ ହୁଅନ୍ତି ଗୁରୁତର

ବ୍ରିଟେନ: ଲୋକମାନେ ସୁବିଧାରେ ଯିବା ଆସିବା କରିବା ପାଇଁ ରାସ୍ତା ନିର୍ମାଣ କରାଯାଇଥାଏ । ରାସ୍ତା ପାର୍ଶ୍ୱରେ ପଥଚାରୀମାନଙ୍କ ପାଇଁ ଫୁଟପାଥ ତିଆରି କରାଯାଇଥାଏ. ଯେଉଁଥିରେ ଲୋକେ ଆରାମ୍‌ରେ ଚାଲିକି ଯାଇପାରିବେ । କିନ୍ତୁ ବ୍ରିଟେନରେ ଏମିତି ଏକ ରାସ୍ତା ଅଛି, ଯାହାକୁ ଦୁନିଆର ସବୁଠାରୁ…

ବିବାହ ବାର୍ଷିକୀରେ ଶେଖର ସୁମନ ପତ୍ନୀଙ୍କୁ ଦେଲେ ଦାମୀ କାର ଉପହାର

ମୁମ୍ବାଇ: ଅଭିନେତା ଶେଖର ସୁମନ ତାଙ୍କ ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଏକ ବିଏମଡ଼ବ୍ଲ୍ୟୁ କାର ଉପହାର ଦେଇଛନ୍ତି । ଏହି ଉପହାର ଦେଖି ତାଙ୍କ ସ୍ତ୍ରୀ ବହୁତ ଖୁସି ହୋଇଛନ୍ତି । ତାଙ୍କ ପୁଅ ଅଧ୍ୟୟନ ସୁମନ ଏହାର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି କାରର ମୂଲ୍ୟ ୨ କୋଟି ୪୦ ଲକ୍ଷ…

୫୨ ବର୍ଷ ବୟସରେ ମାଆ ହେଲେ ମହିଳା, ପିଲାଙ୍କର ଜେଜେମା ବୋଲି ଭାବନ୍ତି ଲୋକେ

ଇଂଲଣ୍ଡ: କଥାରେ ଅଛିି ପ୍ରେମ ଅନ୍ଧ । ଅନେକ ଲୋକ ଜୀବନର ଏପରି ଅବସ୍ଥାରେ ପ୍ରେମ କରି ବସନ୍ତି, ଯେତେବେଳେ ସେମାନେ ଏହା ଆଶା କରନ୍ତି ନାହିଁ । ସେହିଭଳି ଇଂଲଣ୍ଡର ଜଣେ ମହିଳାଙ୍କ ସହ ଏପରି ଘଟିଛି । ଯେଉଁଥିପାଇଁ ସେ ୫୨ ବର୍ଷରେ ବି ମାଆ ହୋଇଛନ୍ତି । ପଶ୍ଚିମ ୟର୍କଶାୟାର ବାସିନ୍ଦା ୫୬…

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ: ୪ ଘଣ୍ଟା ବିଳମ୍ବରେ ଛାଡ଼ିଲା ଟ୍ରେନ

ଭୁବନେଶ୍ୱର: ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ । ଏହି କାରଣରୁ ନୂଆଦିଲ୍ଲୀରୁ ପୁରୀ ଯାଉଥିବା ୧୨୮୦୧ ନମ୍ବର ଟ୍ରେନଟି ମିର୍ଜାପୁର ଷ୍ଟେସନଠାରେ ଅଟକି ରହିଥିଲା । ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ସ୍ଥିତିକୁ କାବୁ କରିବା ପାଇଁ…