Latest Odisha News

BREAKING NEWS

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ୫୦ ପ୍ରତିଶତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବହୁତ ବଡ ଖୁସ ଖବର ।କେନ୍ଦ୍ର ସରକାର ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା । ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି  ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ବୃଦ୍ଧି ପରେ କର୍ମଚାରୀଙ୍କୁ ୪୨ ପ୍ରତିଶତ ବଦଳରେ ମିଳିବ ୫୦…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସେଇ ମୀନାକ୍ଷି ଆଜି ତାଙ୍କୁ ଅଜସ୍ର ଅଭିଶାପର ମର୍ମଦାହୀ ଆଘାତରେ ରକ୍ତାକ୍ତ କରି ଏ ଅଟ୍ଟାଳିକାର ସୀମା ଅତିକ୍ରମ କରି ଚାଲିଯାଇଛି । ବିବାହ ବିଚ୍ଛେଦ ଦଲିଲରେ ସ୍ୱାକ୍ଷର କରିବା ପରେ ଆଜି ଶେଷଥର ପାଇଁ ସେ ଆସିଥିଲା…

କବିତା : ନିଖୋଜ ଈଶ୍ୱର

ମଞ୍ଜୁରାଣୀ ବେହେରା  ସେମାନେ ବାରମ୍ବାର ବିଦ୍ରୋହ ରଚନ୍ତି ପୁଳା ପୁଳା ଷଡଯନ୍ତ୍ର ଭିତରୁ ବନ୍ଦୀ ହୋଇଥିବା ଈଶ୍ୱରଙ୍କୁ ମୁକୁଳେଇବାର ଅନେକ ପ୍ରୟାସ କରନ୍ତି। କେତେ ଭୂତ, ଭବିତବ୍ୟ ଯୁକ୍ତିତର୍କ,ପ୍ରଶ୍ନ ଉତ୍ତରର କାଠ ଗଡ଼ାରେ ତାଙ୍କୁ ଠିଆ କରାଯାଏ ଏକ ଅନନ୍ତ…

ଭାଷା ଭାଗବତ : ଜ୍ଞାନ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ମଥାରେ ଥାଏ ଜ୍ଞାନ ଯଦି ତାହାର ଆଚରଣ ନ ହୁଏ କେବେ ପ୍ରୀତିପୂର୍ଣ ସେ ସତେ ଅଟଇ ଅଜ୍ଞାନ ଜ୍ଞାନକୁ ନିଜସ୍ୱ ସଂପତ୍ତି ବୋଲି ଭାବିଲେ ଅଜ୍ଞ ବ୍ୟକ୍ତି କରିଚାଲେ କେବଳ କ୍ଷତି ହୁଏନି ତା'ର କ୍ରମୋନ୍ନତି ଜ୍ଞାନ କରିଲେ ଉଚ୍ଚାରଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଏତେ ବିସ୍ତୃତ ଯେ ତାହାର ସଠିକ ଉପସ୍ଥାପନା କରିବା ଅତ୍ୟନ୍ତ କଠିନ। ତଥାପି ଉଦ୍ୟମ ଜାରି ରଖି ଆମେ ଆଜି ଜାଣିବା ଦୁଇଟି ନିଆରା ସେବା ଓ ସେବକଙ୍କ…

ପଞ୍ଜାବକୁ ହରାଇ ଚଳିତ ଆଇପିଏଲରେ ହାଇଦ୍ରାବାଦ ବିଜୟ ଅଭିଯାନ ଆରମ୍ଭ କଲା

ହାଇଦ୍ରାବାଦ: ଶେଷରେ ଚଳିତ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି। ଲଗାତର ଦୁଇଟି ମ୍ୟାଚ୍ ହାରିବା ପରେ ରବିବାର ପ୍ରଥମ ବିଜୟ ହାସଲ କରିଛି। ଶିଖର ଧାୱନଙ୍କ ଏକ ସ୍ମରଣୀୟ ଇନିଂସ ପଞ୍ଜାବ କିଙ୍ଗସକୁ ଜିତାଇବାରେ ବିଫଳ ହୋଇଛି। ​​କି ହାଇଦ୍ରାବାଦର ମୟଙ୍କ…

ଦିଲ୍ଲୀରେ ବଢୁଛି କରୋନା: ୬୯୯ ନୂଆ ସଂକ୍ରମିତ ଚିହ୍ନଟ, ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରବିବାର ଦିନ ଦିଲ୍ଲୀରେ ୬୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ ରାଜଧାନୀରେ କରୋନା…

୧୨ ବର୍ଷରେ ବଡ଼ିବିଲଡ଼ର: ଏଥିପାଇଁ କରନ୍ତି କଠିନ ପରିଶ୍ରମ

ବ୍ରାଜିଲ: ସୁନ୍ଦର ବଡ଼ି ତିଆରି କରିବା ଆଦୌ ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡ଼େ । ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ସମୟ ବିତାଇବା ସହ ସେହି ଅନୁସାରେ ଖାଦ୍ୟ ମଧ୍ୟ ଖାଇବାକୁ ପଡ଼େ । ତେବେ ଯୁବ ବୟସର ସୁନ୍ଦର ବଡ଼ି ପାଇଁ ଜିମ୍ ଯିବା ଏକ ସାଧାରଣ କଥା । କିନ୍ତୁ ମାତ୍ର ୧୨ ବର୍ଷ…

୪ ନକଲି ମାଓବାଦୀ ଗିରଫ, ବଟି ଆଦାୟ କରିବା ସହ ଦେଉଥିଲେ ଧମକ ଚମକ

କୋରାପୁଟ: କୋରାପୁଟରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି। ଏମାନେ ମାଓବାଦୀ ନାଁରେ ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରିବା ସହ ଧମକ ଚମକ ଦେଉଥିବାର…