Latest Odisha News

BREAKING NEWS

ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ: ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବୁଦ୍ଧିଜୀବୀ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ସ୍ୱର୍ଗତ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏକାଦଶ କାର୍ଯ୍ୟକ୍ରମରେ  ଖଣ୍ଡପଡ଼ା…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୩ ମୂଳ ସିନ୍ଧି: ଗୋବିନ୍ଦ ମାଲ୍‌ହୀ  ତା’ ପୂରା ନାଁ ଟୋପାନ୍ ଦାସ, ହେଲେ ସବୁ ଲୋକ ତାକୁ ‘ଟୋପୁ’ କି ‘ଟୋପା’ ବୋଲି ଡାକନ୍ତି । ଆଉ ବେଳେବେଳେ କିଏ ‘ଟୋପାନମଲ’ ବୋଲି ସମ୍ବୋଧନ କରୁଥିଲା । ସିଏ ତା’ ମା’ ପେଟରେ ଥିବାବେଳେ ହିଁ ତା’…

ଭାଷା ଭାଗବତ : କାଳ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାଳର ବିଶାଳ ଉଦର କାଳ ହିଁ ତାହାର ଆହାର କାଳକୁ କାଳ ଦେଇ ଗିଳି ପାରଇ ନିରଂତର ଚଳି କାଳର ନାହିଁ ଆଦି, ଅଂତ କାଳସ୍ଥ ରହିବା ପର୍ଯଂତ ଜୀବଂତ ଓ ଜଡ଼ ସଂସାର କାଳରେ କରଇ ବିହାର କାଳ ଯେହେତୁ ଗୁଣଶୂନ୍ୟ ସଂସାର ହୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକୋଇଶି ଦିନ ବାହାର ଚନ୍ଦନ ଯାତ୍ରା ହେଲାପରେ ଏହି ଅନ୍ତିମ ଦିନ ଭଉଁରୀ ଅନୁଷ୍ଠିତ ହୁଏ। ଏହି ଦିନ ଦୁଇଟିଯାକ ଚାପ ଦିନରେ ଏକୋଇଶି ଘେରା ଚାପରେ ବୁଲିବା…

ଓଡ଼ିଶାର ବିକାଶ ସ୍ୱରୂପ ପତି ହେଲେ ବିସିସିଆଇ ମ୍ୟାଚ୍ ରେଫରି

ଭୁବନେଶ୍ୱର: ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ବିକାଶ ସ୍ୱରୂପ ପତି ବିସିସିଆଇ ମ୍ୟାଚ୍ ରେଫରି ଭାବେ ମନୋନୀତ ହୋଇଛନ୍ତି। ୩୭ ବର୍ଷୀୟ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏହି ସଫଳତା ସହିତ ଓଡ଼ିଶାର ପଞ୍ଚମ ମ୍ୟାଚ୍ ରେଫରି ହୋଇଛନ୍ତି। ବିସିସିଆଇ ମ୍ୟାଚ୍ ରେଫରୀଙ୍କ ପ୍ୟାନେଲରେ…

ଆଜିଠୁ ବଢ଼ିବ ବର୍ଷାର ପରିମାଣ, ସତର୍କ କରାଇଲା ଆଇଏମଡି

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ବର୍ଷାର ପରିମାଣ। ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁୟାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ…

ଧାମନଗର ପାଇଁ ମାଳ ମାଳ ଆଶାୟୀ ପ୍ରାର୍ଥୀ ଭିତରେ ବିଜେଡି କନଫ୍ୟୁଜ୍ !

ଭଦ୍ରକ: ଧାମନଗର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଫୁଲ ଦମରେ ଲାଗି ପଡିଛନ୍ତି ରାଜନୈତିକ ଦଳ। ବିଜେପି ଦିବଂଗତ ବିଧାୟକ ବିଷ୍ନୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବ ବୋଲି ଆପାତଃତ ସ୍ଥିର ହୋଇସାରିଛି। ହେଲେ ବିଜେଡି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ…

‘ତାନ୍ତ୍ରିକଙ୍କ ପରାମର୍ଶକ୍ରମେ କେସିଆର ଟିଆରଏସକୁ ବିଆରଏସ କରିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ସମାଲୋଚନା କରି କହିଛନ୍ତି ଯେ କେସିଆର ଜାଣିଶୁଣି ତାଙ୍କ ଦଳର ନାମ ଭାରତ ରାଷ୍ଟ୍ର ସମିତି ରଖିନାହାନ୍ତି, ବରଂ ତାନ୍ତ୍ରିକ ଏବଂ ନ୍ୟୁମେରୋଲଜିଷ୍ଟଙ୍କ ପରାମର୍ଶ କ୍ରମେ ଏଭଳି…

ଠିକାଦାରର ଏସିଡ୍ ଆକ୍ରମଣରେ ଦୁଇ ଯୁବକ ଗୁରୁତର ଅଭିଯୋଗ

କଟକ: କଟକ ସହରରେ ଶନିବାର ସନ୍ଧ୍ୟାରେ ଏସିଡ୍ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଲାଲବାଗ ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଶନିବାର ସକାଳେ ବାଲୁ ବଜାରର ସତ୍ୟବାନ ସାହୁ (୧୯) ନାମକ ଜଣେ ଯୁବକଙ୍କ ମୋବାଇଲକୁ ଫୋନ୍ ଆସିଥିଲା। ସେ ସେହି ସମୟରେ ଖାଦ୍ୟ ଗ୍ରହଣ କରୁଥିଲେ ତେଣୁ…

ଅର୍ଚ୍ଚନା ନାଗ ଜାଲରେ ଫସିଛନ୍ତି, ବିଜେଡି ଓ ବିଜେପି ନେତା !

ଭୁବନେଶ୍ୱର: ଚୋରି ମୋବାଇଲ ଖୋଜି ଆଣି ଲୋକଙ୍କୁ ହସ୍ତାନ୍ତର କରିବା ବେଳେ ପ୍ରେସମିଟ୍ ଡାକି ବାଃ ବାଃ ନେଉଥିବା କମିଶନରେଟ ପୋଲିସ ନିରବ। ରାଜଧାନୀର ଛାତି ଉପରେ 'ହନିଟ୍ରାପ' ମାମଲାକୁ ନେଇ ଚର୍ଚ୍ଚା ଜୋରଧିରି ଥିବା ବେଳେ କମିଶନରେଟ ପୋଲିସର ନିରବତା ଅନେକ କିଛି ଚର୍ଚ୍ଚାକୁ ଜନ୍ମ…