Latest Odisha News

BREAKING NEWS

ଅଭାବ ଅନଟନ ଭିତରେ ଦିନ ମଜୁରିଆଙ୍କ ପୁଅ ହେଲେ ଓଏଏସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହଳ ଗାଁରୁ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ । ବାପା ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ହେଉଛନ୍ତି ମୁନା ସେଠି । ବାପା ଦିନ ମଜୁରିଆ ଭାବେ…

ଘରୁ ମିଳିଲା ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ତାଙ୍କ ଘର ଭିତର ମିଳିଛି। ମୃତା ମହିଳା ଜଣକ ହେଲେ ତ୍ରିବେଣୀ ନାୟକ(୫୦)। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ପୁଅ ସନା ନାୟକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।…

ଲେମ୍ବୁପାଲିରେ ହାତୀ ଆତଙ୍କ

ସୁବର୍ଣ୍ଣପୁର :  ଲେମ୍ବୁପାଲି ଗାଁ ରେ ଖେଳିଯାଇଛି ହାତୀ ଆତଙ୍କ  । ଭୟରେ ଦିନ କାଟୁଛନ୍ତି ଲୋକେ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଲେମ୍ବୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ୧୩ ଟିକିଆ ହାତୀ ପଲ I ବଲାଙ୍ଗୀର ଜିଲ୍ଲା ଆଠଗାଁ ରେଞ୍ଜରୁ ଏହି ହାତୀପଲ ଆସିଥିବା ସୂଚନା ମିଳିଛି I…

ପୁରୀରେ ଗୋଶାଣୀ ଯାତ୍ରା

ପୁରୀ : ଗତକାଲି ପୁରୀରେ ଅନୁଷ୍ଠିତ ହୋଇଯାଇଛି ଗୋଶାଣୀ ଉତ୍ସବ। ପରମ୍ପରା ଅନୁଯାୟୀ ଦଶମୀ ତିଥି ଠାରୁ ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ମନ୍ତ୍ର ମେଲାଣି ଦିଆ ସରିଥାଏ । ପରେ ଏକାଦଶୀରେ ସିଂହଦ୍ୱାର ଠାରେ ଦେବୀସଭା ଚିହ୍ନିତ ସ୍ଥାନରେ ସମସ୍ତ ମୃଣ୍ମୟୀ ଗୋଶାଣୀ ମୁର୍ତ୍ତି ସହ, ସଂପାତି,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ବିରକ୍ତ ମିଶା ସ୍ୱରରେ , ଆଉ କିଛି ନାହିଁ ଦିନକୁ ଶହେ ଥର ତୁମର ଫୋନ ଆସୁଥିବ ଯାଉଥିବ ଆଉ ତମେ ଘର କାମ କଣ କରିବ ? ଆଗ ଫୋନ ରିସିଭି କର ତାପରେ ଆଉ ଯାହା !" ନା ମୋର ଏବେ ଫୋନ ଧରିବାର ନାହିଁ । ସନ୍ଧ୍ୟା ବେଳ…

ଭାଷା ଭାଗବତ : ଏକାକୀ ଜୀବନ

2ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏକାକୀ ପ୍ରତି ବିଶ୍ବବାସୀ ହୋଇପାରିଲେ ଆପେ ଖୁସି ହୋଇବ ବହୁ ଉପକାର ଆଶଂକା ହୋଇଯିବ ଦୂର ଅନାବଶ୍ୟକ ମିଳାମିଶା ଯୋଗୁଁ ହୋଇଛି ଯେଉଁ ଦଶା ତହିଁରୁ ପାରିଲେ ମୁକୁଳି ସର୍ବେ ପାରଂତେ ସୁଖେ ଚଳି ମଣିଷ ବହୁ ବୁଝାମଣା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୯ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବାହାର ଚନ୍ଦନ ଯାତ୍ରା ଚାଲିଛି । ଶାସ୍ତ୍ର କହେ "ବୈଶାଖେ ଚ ସିତେ ପକ୍ଷେ ତୃତୀୟାୟାଂ ଜଗତ ଗୁରୋ, ନାବ କ୍ରୀଡା ପକୁବୀର ସର୍ବକlମାର୍ଥ ସିଦ୍ଧୟେ.…

ପୁଣି ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା ! ଫୋକସରେ ଓଡ଼ିଶା ସମେତ ଏହି ସବୁ ରାଜ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ନଭେମ୍ବର ମାସ ଆରମ୍ଭରେ ଏହି ଆସନ ପାଇଁ ଭୋଟ୍ ପଡିବାକୁ ଯାଉଛି। ବିଜେପି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତ ପ୍ରକାର ଦମ୍ ଲଗାଇବ ବୋଲି ଜଣାପଡ଼ିଛି। ଦିିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ…

ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ : ତେଜସ୍ବିନୀ ବେହେରା ଓସିଏସ ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ । ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୯୨ ଜଣ ଆଶାୟୀ କୃତକାର୍ଯ୍ୟ ହୋଇଛନ୍ତି ।ଏମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ଅଛନ୍ତି ।  ଟପ୍ ଥ୍ରୀରେ ଛାତ୍ରୀ ରହିଛନ୍ତି । ଭୁବନେଶ୍ୱରର ୨୪ ବର୍ଷୀୟା ତେଜସ୍ୱିନୀ ବେହେରା ପ୍ରଥମ…

ଆଉ ତିନି ଦିନ ପରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ୍

ଭୁବନେଶ୍ବର: ଫୁଟବଲ୍ ବିଶ୍ବକପ ପାଇଁ ବିଶ୍ୱର ଶ୍ରେଷ୍ଠ ଟିମଗୁଡ଼ିକ ରାଜଧାନୀରେ ପହଁଚିଥିବା ବେଳେ ଭୁବନେଶ୍ବରରେ ଖେଳାଳିଙ୍କ ପ୍ରାକ୍ଟିସ ପାଇଁ ନୂଆ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟୁଇଟ କରି ଖୁସି ପ୍ରକଟ କରିଛନ୍ତି । ଏହି ବିଶ୍ବସ୍ତରୀୟ…