ଭାଷା ଭାଗବତ : ଭାଷାସଖା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନନୁମେୟ ଏ ପ୍ରକୃତି
ଦେଖୁଥିଲେ ହେଁ ଲୋକେ ନିତି
କରଂତି ଭବିଷ୍ୟ ଗଣନା
ଲାଗୁ ହୋଇନି କଟକଣା
' ଏହା କଲେ, ତାହା ହିଁ ହେବ '
ମନରେ ରଖି ଏହି ଭାବ
ପ୍ରତ୍ୟହ ହେଉଁ ପରାଜିତ
ତେବେ ବି ବଦଳୁନି ମତ
ପ୍ରାପ୍ତିର ଆଶା ରଖି କାମ…