Latest Odisha News

BREAKING NEWS

ରିଲିଜ ହେଲା ୱେବ ସିରିଜ ‘କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ’ ର ଶେଷ ଏପିସୋଡ୍

ମୁମ୍ବାଇ: ୱେବ ସିରିଜ ପ୍ରେମୀଙ୍କ ଦୀର୍ଘଦିନର ଅପେକ୍ଷା ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖରେ ଡିଜନି ପ୍ଲସ ହଟଷ୍ଚାରର ୱେବ ସିରିଜ 'କ୍ରିମିନାଲ୍ ଜଷ୍ଟିସ୍: ଅଧୁରା ସଚ୍ଚ' ର ଶେଷ ଏପିସୋଡ୍ ରିଲିଜ୍ ହୋଇଛି। ଏହି ସିରିଜକୁ ଲୋକେ ବହୁତ ପସନ୍ଦ କରିଥିଲେ। କିନ୍ତୁ ଏହି ସିରିଜଟି ସମ୍ପୂର୍ଣ୍ଣ ଭାବେ…

ଦିନକରେ ୫୯ ଜୁଆଡ଼ିଙ୍କୁ ଧରି ଦୁଇ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍‌ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍‌ଦାର୍‌ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ…

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !

ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି।…

ବ୍ୟବସାୟୀଙ୍କ ଘରେ ପଶି ଲୁଟ୍‌ କଲେ ୬ଜଣ ଦୁର୍ବୁତ୍ତ

କାମାକ୍ଷାନଗର : ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ…

ଚକଡ଼ା ଚିନ୍ତା

ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ କୃଷି ଓଡ଼ିଶାର ଭାତହାଣ୍ଡି । ଓଡ଼ିଶାର ପାଖାପାଖି ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର ବିଭିନ୍ନ ଋତୁରେ ବିଭିନ୍ନ ଚାଷ କରାଯାଇଥିଲେ ହେଁ ଧାନ ମୁଖ୍ୟ ଚାଷ ଅଟେ । ମୁଖ୍ୟତଃ ଖରିଫ ଋତୁର ଆରମ୍ଭରେ ଧାନ

ସୌଭାଗ୍ୟବତୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାପା ମାଆଙ୍କ ପ୍ରଥମ ସନ୍ତାନ ସେ। ହେଲେ ଝିଅଟା। ସେ କାଳରେ ଝିଅଟା ବୋଲି କହିଲେ, ସମସ୍ତଙ୍କ ନାକ ଟେକି ହେଇଯାଉଥିଲା। ଲୋକେ ନାହିଁ ନଥିବା କଥା କହୁଥିଲେ। ନାହି ନାଡ଼ କଟା ନହଉଣୁ ଗାଁ ମାଇପେ ହୁରି ପକାଇ ଦେଉଥିଲେ, ସେ ଅମୁକ ଲୋକର…

ବିମାନ ବନ୍ଦରରୁ ୨୭ କୋଟିର ଘଡି ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ କିଛି ଘଣ୍ଟା ଜବତ କରିଛନ୍ତି। ୨୮.୧୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ଭିତରେ ଏକ ଘଣ୍ଟା ରହିଛି। ଯାହାର ଦାମ କେବଳ ୨୭ କୋଟି ଟଙ୍କା ମୂଲ୍ୟର ରହିଛି। ଏହି ଘଡ଼ିର ଫଟୋ ଏବେ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…

ସାଧାରଣ ପାତ୍ରକୁ ଐତିହାସିକ ପାତ୍ର ଭାବି ୭୪ କୋଟି ଟଙ୍କାରେ କରାଗଲା ନିଲାମ

ଓଡ଼ିଶା ସମ୍ବାଦ ବ୍ୟୁରୋ: କଥାରେ ଅଛି ଭାଦ୍ୟଦେବୀ ପ୍ରସନ୍ନ ହେଲେ ଘରେ ଧନ ଦଉଲତରେ ଭରି ଦିଅନ୍ତି । କେତେବେଳେ କେଉଁ ବାଟ ଫିଟିଯାଏ ତାହା କେହିଁ ଜାଣିନଥାନ୍ତି। ସାମାନ୍ୟ ଘରର କମ ମୂଲ୍ୟର ଏକ ପାତ୍ର ବିକ୍ରି କରିବାକୁ ଯାଇ ସେ କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି। ଏପରି ଏକ ଘଟଣା…