ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣ: ଓଡ଼ିଶା ଓ ତାମିଲନାଡୁରେ ଆଜି ଦିନିକିଆ ଶୋକ ପାଳନ ଘୋଷଣା
ବାଲେଶ୍ୱର; ବାଲେଶ୍ୱର ବାହାନଗା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ଦିନିକିଆ ଶୋକ ପାଳ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାମିଲନାଡୁ ସରକାର ମଧ୍ୟ ଏତେବଡ଼ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଆଜି(ଜୁନ ୩) ରାଜ୍ୟ ସାରା ଦିନିକିଆ ଶୋକ ପାଳନ କରାଯିବ ବୋଲି…