ବନ୍ଧନ ବ୍ୟାଙ୍କ ମ୍ୟାନେଜର ସାଇବର ଠକେଇର ଶିକାର, ଜମତରାରୁ ଗିରଫ ହେଲା ଅଭିଯୁକ୍ତ
ଅନୁଗୁଳ: ବନ୍ଧନ ବ୍ୟାଙ୍କର ମ୍ୟାନେଜରଙ୍କଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗୁରୁବାର ଝାଡ଼ଖଣ୍ଡରେ ଜଣେ ସାଇବର ଠକ ଧରାପଡ଼ିଛି। ଝାଡ଼ଖଣ୍ଡର ଜମତରା ଅଞ୍ଚଳରେ ଅନୁଗୁଳ ପୁଲିସ ଟିମ୍ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ଏବେ ଓଡ଼ିଶା ଫେରାଇ ଅଣାଯାଉଛି। ଜମତରା ସାଇବର କ୍ରାଇମ୍ ବ୍ରାଞ୍ଚ…