Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କଥାରେ କୁହନ୍ତି , "ବିପଦ ବେଳେ କୁଆଡ଼େ ନିଜ ଛାଇ ବି ସାଥ୍ ଛାଡିଦିଏ !" ଯେଉଁମାନେ ଉଠିବା ଶେଯରୁ ଶୋଇବା ଶେଜ ପର୍ଯ୍ୟନ୍ତ ଯିବା ଆସିବା ଉଠା ବସା ଗପ ସପ ଆଖରେ ପାଖରେ ସାଲୁବାଲୁ ହେଉଥିଲେ ସେମାନେ ଠିକ ସମୟରେ ପାଖ ବି…

ସନେଟ : ପାର୍ବଣ ପ୍ରାର୍ଥନା

ରବି ପଣ୍ଡା ପାର୍ବଣର ପରମ ଆରାଧ୍ୟା, ମା'ଦୁର୍ଗା ଦୁର୍ଗତି ନାଶିନୀ ରୁଦ୍ର ସ୍ୱରୂପିଣୀ ହୈମବତୀ କରୁଛନ୍ତି ଧରାବତରଣ ସଂହାରିକା ସେ ସିଂହ ବାହିନୀ ମହିଷ-ଅସୁର ମର୍ଦ୍ଦିନୀ ଯୁଗେ ଯୁଗେ ବିରାଜନ୍ତି, ଦେବାପାଇଁ ପାର୍ଥିବ ଦର୍ଶନ। ସବୁଆଡ଼େ ସବୁଜିମା, ଆକାଶ ବି ନିର୍ମେଘ ନିର୍ମଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ଉତ୍ତର-ପୂର୍ବ କୋଣରେ ପ୍ରାୟ ଏକ କି.ମି ଦୂରତ୍ୱ ରେ ଥିବା ଦାଣ୍ଡମାଳି ସାହି ମୌଜାରେ ଏହି ବୃହତମ ପୁଷ୍କରିଣୀ ଅବସ୍ଥିତ । ସମୁଦାୟ ଆଠ ଏକର…

ଆଇପିୟୁକୁ ମନୋନୀତ ହେଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନ୍ତର୍ଜାତୀୟ ସ୍ତରରେ Inter-Parliamentary Union (IPU) ରେ ଭାରତର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ସେ ମନୋନୀତ ହୋଇଛନ୍ତି। ଏ ନେଇ ସାଂସଦ…

ସାବଧାନ! ସ୍ମାର୍ଟ ସିଟିରେ ଏସକର୍ଟ ସେବା ନାଁରେ ଠକେଇ କରୁଛନ୍ତି ଦେଶୀ ଲୁଟେରା

ଭୁବନେଶ୍ୱର: ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ସାଇବର ଅପରାଧ ରୋକିବାକୁ ବିଭିନ୍ନ ଉଦାହରଣ ଦେଉଛନ୍ତି। ଆଉ ଲୋକେ ମଧ୍ୟ କିଛିଟା ସତର୍କ ହେଲେଣି। ଏହାରି ଭିତରେ ସାଇବର ଲୁଟେରା କିନ୍ତୁ ଟିକିଏ ଅଧିକ ସ୍ମାର୍ଟ ହୋଇ ଲୁଟର ତରିକା ବଦଳାଇଛନ୍ତି। ଏଥିପାଇଁ ଆଉ ଫୋନ୍ କରି ଓଟିପି ମାଗିବା କିମ୍ବା…

ଆଉ ଦୁଇ ଦିନ ପରେ ନାମାଙ୍କନ ପତ୍ର ଦାଖଲ: କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ…

ଭାରତକୁ ୪୯ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର: ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୪୯ ରନରେ ଭାରତକୁ ପରାସ୍ତ କରିଛି । ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜ ଜିତିଥିବା ଭାରତ ଶେଷ ମ୍ୟାଚରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩ ଓ୍ଵିକେଟ୍ ହରାଇ ୨୨୭ ରନ କରିଥିଲା। ଜିତିବା ପାଇଁ…

୪୫ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ ଖାଲକୁ ଖସି ପଡ଼ିଲା

ଡେରାଡୁନ: ଉତ୍ତରାଖଣ୍ଡରେ ବସ୍ ଦୁର୍ଘଟଣା । ପୌରୀ ଜିଲ୍ଲାରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାର ଶିକାର ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ୪୫ ଜଣଙ୍କୁ ନେଇ ବସଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଭୀର ଖାଇ ଭିତରକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ୩୫ ଜଣ ଯାତ୍ରୀଙ୍କୁ ଖୋଜା…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ଅଭିଷେକଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷିତ, ୪ ନୂଆ ମୁହଁ

ଭୁବନେଶ୍ୱର: ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଙ୍ଗଳବାର ଅଭିଷେକ ରାଉତଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ୪ ନୂଆ ମୁହଁକୁ ମଧ୍ୟ ସୁଯୋଗ ମିଳିଛି । ଲକ୍ଷ୍ନୌରେ ଅକ୍ଟୋବର ୧୧ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ ।…

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସହ କଥା ହୋଇ ୟୁକ୍ରେନରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ସହ ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ମଧ୍ୟ…