ଆହୁରି ୧୦ ବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା
ଭୁବନେଶ୍ୱର: ଓଡିଶା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ତୁଲାଇବ । ରାଜ୍ୟ ସରକାର ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ସଫଳତାର ସହ ୨ ଥର ବିଶ୍ୱକପ ଆୟୋଜନ କରିଥିବା ଓଡିଶା ଖଣି ନିଗମ ୨୦୩୩ ପର୍ଯ୍ୟନ୍ତ ଜାତୀୟ ଦଳର ପ୍ରାୟୋଜକ ରହିବ ।…