Latest Odisha News

BREAKING NEWS

ବ୍ୟାଙ୍କିଙ୍ଗ ଆପ୍’କୁ ଟାର୍ଗେଟ କରୁଛି ବିପଦଜନକ ଭାଇରସ୍, ରୁହନ୍ତୁ ସତର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଲୋକଙ୍କୁ ଠକିବା ପାଇଁ ହ୍ୟାକରମାନେ ଅନେକ ପ୍ରକାରର ଭାଇରସ ବ୍ୟବହାର କରନ୍ତି। ଏହି ଭାଇରସ୍ ଆପଣଙ୍କ ଫୋନରେ ଡାଉନଲୋଡ୍ ହେବା ପାଇଁ ଫିସିଙ୍ଗ୍ ମେସେଜ୍ ବ୍ୟବହାର କରାଯାଏ। ଏଭଳି ଏକ ଭାଇରସ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସଚେତନ କରାଯାଉଛି। SBI, PNB ଏବଂ କାନାଡା…

ଭଦ୍ରକରେ ବସ୍ ବନ୍ଦ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଭଦ୍ରକ: ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ । ଗଡ଼ୁନି ବସ୍, ଯାତ୍ରୀ ହନ୍ତସନ୍ତ । ବସ୍ ରହଣି, ଯାତ୍ରୀଙ୍କୁ ବସରେ ଚଢ଼ାଇବାକୁ ନେଇ ବିବାଦ ଉପୁଜିଛି । ଯାହାକୁ ନେଇ ଭଦ୍ରକ ବସ୍ ସିଣ୍ଡିକେଟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଗୋଟିଏ ଗୋଷ୍ଠୀ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ…

ମା’ ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ

ଯାଜପୁର : ମା ବିରଜାଙ୍କ ପୀଠ ରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମା’ଙ୍କ ବିଜେ…

ସ୍ୱଳ୍ପ ଗଳ୍ପ : ମାଆର ରୂପ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୭ ମାଆ ସବୁବେଳେ ସୁନ୍ଦରୀ । ଚର୍ଚ୍ଚା କରି ବସିଲେ ହୁଏତ ତାହାର ସୁନ୍ଦରପଣ ଟିକିଏ ଊଣା ପଡିଯିବ ସେଇଭଳି ଭୟଟିଏ ତ ଆରମ୍ଭରୁ ରହିଛି । କାରଣ ଆମେ ଜାଣିଛୁ ଯେ କୌଣସି ଚର୍ଚ୍ଚା ଆରମ୍ଭ କରାଯିବାର ଅର୍ଥ ହେଉଛି ଏକ…

ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ସାମ୍ବାଦିକଙ୍କୁ ଦେବାକୁ ପଡ଼ିବ ଚରିତ୍ର ପ୍ରମାଣପତ୍ର

ଚଣ୍ଡିଗଡ଼: ସାମ୍ବାଦିକ ଦେବେ କ୍ୟାରେକ୍ଟର ସାର୍ଟିଫିକେଟ୍ । ନହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ମନା । ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ହିମାଚଳ ଗସ୍ତରେ ଯିବେ । ଏହି ସମୟରେ ପିଏମ୍ ମୋଦିଙ୍କ କାର୍ଯ୍ୟକ୍ରମର ସମ୍ବାଦ ପରିବେଷଣ ପାଇଁ ପାସ୍ ଆବେଦନ କରିଥିବା…

FIFA ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଟିକେଟର ଦର ଶହେରୁ ୨ ଶହ ଟଙ୍କା ରହିଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପାଇଁ ଷ୍ଟାଡିୟମର ୪ ନମ୍ବର ଗେଟରେ ଟିକେଟ୍…

ଝାରସୁଗୁଡାରେ ନେପାଳୀ ରୀତିନୀତିରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡା : ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ…

ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର

ସୋନପୁର: କାଠ ଧରିବାକୁ ଯାଇ ମାଡ଼ ଖାଇଲେ ବନ କର୍ମଚାରୀ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୪ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିନିକା ବନ କର୍ମଚାରୀ ଖାତିପଡ଼ାରେ ରେଡ୍ କରିଥିଲେ । କେନାଲ ପାଣି ଭିତରୁ ବିପୁଳ ଶାଗୁଆନ୍ କାଠ ଜବତ କରିଥିଲେ ବନ କର୍ମଚାରୀ ।…

ଜାଣନ୍ତୁ ଦହି ଖାଇବାର ଉଚିତ୍ ସମୟ ଏବଂ ଉପାୟ

ଦହି ଏପରି ଏକ ଦୁଗ୍ଧ ଜାତୀୟ ଖାଦ୍ୟ ଯାହା ସମସ୍ତଙ୍କ ଥାଳିରେ ଥିବା ନିଶ୍ଚିତ। ଗରମ ଦିନ ହେଉ କି ଥଣ୍ଡା ଦିନ ଦହିକୁ ସମସ୍ତ ରୂପରେ ବ୍ୟବହାର କରାଯାଉଛି ଏବଂ ଦହିକୁ ବ୍ୟବହାର କରି ଅନେକ ଖାଦ୍ୟ ମଧ୍ୟ ତିଆରି କରି ଖାଉଛନ୍ତି ଲୋକେ। ଲୋକମାନେ ଏହାକୁ ପରାଠା ସହିତ ଖାଇବାକୁ ବହୁତ ପସନ୍ଦ କରନ୍ତି।…

ବ୍ୟାଙ୍କ ଅଫ୍ ବରୋଦାର ହ୍ୱାଟସ୍ ଆପ୍ ବ୍ୟାଙ୍କିଙ୍ଗ ସର୍ଭିସ, ମିଳିବ ଏହି ସବୁ ସୁବିଧା

ଓଡିଶା ସମ୍ବାଦ ବ୍ୟୁରୋ: ଗ୍ରାହକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟାଙ୍କ ଅଫ୍ ବରୋଦା ନୂତନ ଯୋଜନା ପ୍ରବର୍ତ୍ତନ ଜାରି ରଖିଛି। ବର୍ତ୍ତମାନ ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଅଫ୍ ବରୋଦା ହ୍ୱାଟସ୍ ଆପରେ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି। ଏହି ସେବା ସାହାଯ୍ୟରେ ବ୍ୟାଙ୍କର ଅନେକ ସୁବିଧା…