ସଡକ ନିର୍ମାଣରେ ଜବରଦସ୍ତ ପ୍ରଦର୍ଶନ; ଗତ ୯ ବର୍ଷରେ ତିଆରି ହୋଇଛି ୫୦ ହଜାର କିମି
ନୂଆଦିଲ୍ଲୀ: କୌଣସି ଦେଶରେ ଅର୍ଥନୀତିର ମୁଳପିଣ୍ଡ ପରିବହନ ଓ ଯୋଗାଯୋଗ ବୋଲି କୁହାଯାଏ। ଏଥିପାଇଁ ଉତ୍ତମ ସଡ଼କପଥର ଆବଶ୍ୟକତା ନିହାତି ଆବଶ୍ୟକ। କେନ୍ଦ୍ର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ,ସଡ଼କ ପଥରେ ଭାରତକୁ ଉତ୍ତମ ଭାବରେ ଯୋଡ଼ିବା। ଗତ ୯ ବର୍ଷରେ ଏ ଦିଗରେ ଉଲ୍ଲେଖନୀୟ କାମ ହୋଇଛି।…