Latest Odisha News

BREAKING NEWS

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ରେ ମଧ୍ୟ ତୃଟି

ବ୍ରହ୍ମପୁର: ଯାନବାହାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବାକୁ ନେଇ ଦୁଇଚକିଆଠାରୁ ଚାରିଚକିଆ ଯାନର ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କେଉଁଠି ସ୍ଳଟ୍‌ ମିଳିବାରେ ସମସ୍ୟା ହେଉଛି ତ’ ଆଉ କେଉଁଠି ସ୍ଳଟ୍‌ ମିଳିଥିଲେ ମଧ୍ୟ ପ୍ଲେଟ୍‌ ଲଗାଇବା ପାଇଁ ଅନେକ ଦିନ…

ଠିକାଦାରଙ୍କ ଗାଡ଼ି ଚଢ଼ୁଥିଲେ ଯନ୍ତ୍ରୀ, ମିଳିଲାଣି ପ୍ରଚୁର ସମ୍ପତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ଡିଭିଜନ୍‍ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ଉ ଜାରି ରହିଛି। ଶେଷ ଖବର ମିଳିବା ସୁଦ୍ଧା ତାଙ୍କର ବ୍ରହ୍ମପୁରରେ ଗୋଟିଏ ତିନି ମହଲା ଏବଂ ଗୋଟିଏ ଦୁଇ ମହଲା ଘର ସହିତ ୨ଟି ପ୍ଲଟ୍‍ ମିଳିଛି। ସେହିଭଳି ଘରୁ ନଗଦ…

HSRP ଆଶ୍ୱସ୍ତି, ଅବଧି ବୃଦ୍ଧି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ନମ୍ବର ପ୍ଲେଟ୍ ଟେନସନରୁ ସାମାନ୍ୟ ଆଶ୍ୱସ୍ତି । ହାଇକୋର୍ଟଙ୍କ ଅସନ୍ତୋଷ ପରେ ରାଜ୍ୟ ସରକାର ମହଲତକୁ ମାସେ ବଢ଼ାଇଛନ୍ତି । ଆଜି ସରୁଥିବା ଡେଡ୍ ଲାଇନ୍ ଅକ୍ଟୋବର ୩୧ ଯାଏ ବଢ଼ିଛି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗାଇବା ଅବଧି ବୃଦ୍ଧି ନେଇ ରାଜ୍ୟ STA…

ଦାୟିତ୍ୱ ଗ୍ରହଣ କଲେ ନୂଆ ସିଡିଏସ ଅନିଲ ଚୌହ୍ୱାନ

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଅନିଲ ଚୌହାନ। ସିଡିଏସ୍ ହେବା ପରେ ଅନିଲ ଚୌହ୍ୱାନ ଦେଶର ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଯାହାଦ୍ୱାରା ଦେଶର ସୈନ୍ୟବାହିନୀ ଭବିଷ୍ୟତର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରିବେ।…

ଜଙ୍ଗଲରୁ ମିଳିଲା ହାତୀ କଙ୍କାଳ, ମୃତ୍ୟୁର କାରଣ ଅସ୍ପଷ୍ଟ

ଅନୁଗୁଳ: ପୁଣି ହାତୀ ମୃତ୍ୟୁ । ଜଙ୍ଗଲ ଭିତରେ ଏକ ହାତୀର କଙ୍କାଳ ଠାବ ହୋଇଛି । ଅନୁଗୁଳ ବନଖଣ୍ଡ ଫୁପୁଣ୍ଡା ଜଙ୍ଗଲର କମ୍ପାର୍ଟମେଣ୍ଟ ୨ ଅଞ୍ଚଳରୁ ଏକ ହାତୀର କଙ୍କାଳ ମିଳିଛି । ହାତୀ କଙ୍କଳା ପଡ଼ିଥିବା ଦେଖିଥିଲେ ୱାଚର । ଏନେଇ ୱାଚର ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ…

‘ସଂସଦ ଭବନର ‘ସିଂହ’ ହିଂସ୍ର ଦେଖାଯାଉନି, ଏହା ବ୍ୟକ୍ତିଗତ ଦୃଷ୍ଚିକୋଣ ଉପରେ ନିର୍ଭର…

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉପରେ ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉନି, କି ଏହା କୌଣସି ଆଇନ ଉଲ୍ଲଂଘନ କରୁନାହିଁ। ଏହା ସହିତ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ବୋଲି ଉଠିଥିବା ଦାବି ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଆଉ ଆବେଦନକୁ…

ଏୟାର ଇଣ୍ଡିଆରେ ନିୟମ ପରିବର୍ତ୍ତନ, ବୃଦ୍ଧି ପାଇବ ବରିଷ୍ଠ ନାଗରିକଙ୍କ ବିମାନ ଭଡା

ନୂଆଦିଲ୍ଲୀ: ପରିବର୍ତ୍ତନ ହୋଇଛି ଏୟାର ଇଣ୍ଡିଆ ନିୟମ। ବିମାନ ଭଡ଼ା କମିବା ପରିବର୍ତ୍ତେ ବୃଦ୍ଧି ଘଟିଛି। ଟାଟା ଗ୍ରୁପ ଏୟାରଲାଇନ୍ସ ଏୟାର ଇଣ୍ଡିଆ ଏବେ ବରିଷ୍ଠ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛି ସ୍ୱତନ୍ତ୍ର ରିହାତି। ବିମାନ ସେବା ପକ୍ଷରୁ କୁହାଯାଇଛି ଯେ ବରିଷ୍ଠ ନାଗରିକ ଏବଂ…

ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଦଳକୁ ୫୦ ହଜାର ଟଙ୍କା ଜୋରିମାନା

ନୂୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଏକ ଆବେଦନ ଉପରେ କୋର୍ଟରେ ଶୁଣାଣି କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ସଂପୃକ୍ତ ରାଜନୈତିକ ଦଳକୁ ତାଗିଦ କରିବା ସହ ଜୋରିମାନା ମଧ୍ୟ ଲଗାଇଛନ୍ତି। ମଧ୍ୟପ୍ରଦେଶର ଜନ ବିକାଶ ପାର୍ଟି ସୁପ୍ରିମକୋର୍ଟରେ ଇଭିଏମ୍…

ଆପଣଙ୍କ ପକେଟ ଉପରେ ବଢ଼ିବ ଆର୍ଥିକ ବୋଝ, ଆରବିଆଇ ବଢ଼ାଇଲା ରେପୋ ରେଟ୍

ମୁମ୍ବାଇ: ଦେଶର ମୁଦ୍ରାସ୍ପୀତିକୁ ଦେଖି ଆରବିଆଇ ବଢାଇଲା ରେପୋ ରେଟ୍। ଯାହା ସିଧା ଲୋକଙ୍କ ପକେଟ ଉପରେ ବୋଝ ହେବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ୨୮ ତାରିଖରୁ ଆରବିଆଇର ତିନି ଦିନିଆ…

ବିଜେଡି ଛାଡ଼ିଲେ ତେଜେଶ୍ୱର ପରିଡ଼ା, ବିଜେପିରେ ମିଶିବେ !

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ଇମେଲ୍ ଯୋଗେ ଦଳର ସଭାପତିଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦ୍ୟରୁ ଇସ୍ତଫା ଦେଇଛନ୍ତି ତେଜେଶ୍ୱର । ଆଜି ଅପରାହ୍ଣରେ ତେଜେଶ୍ୱର ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି ।…