Latest Odisha News

BREAKING NEWS

ଅକ୍ଷୟଙ୍କ ଚାରିଧାମ ଯାତ୍ରା: କେଦାରନାଥ ପରେ ବଦ୍ରିନାଥରେ ପୂଜାର୍ଚ୍ଚନା କଲେ

ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାରଙ୍କ ଚାରିଧାମ ଯାତ୍ରା ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ କେଦାରନାଥ ଦର୍ଶନ କରିଥିବା ବେଳେ ରବିବାର ବଦ୍ରିନାଥ ମନ୍ଦିରରେ ପହଞ୍ଚିଛନ୍ତି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ…

ପ୍ରତ୍ୟେକ ବୁଥ୍‌ରେ କଂଗ୍ରେସ ସେବା ଦଳ କର୍ମୀଙ୍କୁ ନିଯୁକ୍ତି ଦିଆଯିବ: ଶରତ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସେବା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନଠାରେ କଂଗ୍ରେସ ସେବାଦଳର ଜିଲ୍ଲା କର୍ମକର୍ତ୍ତା ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି । ସମ୍ମିଳନୀକୁ ଉଦଘାଟନ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ କହିଛନ୍ତି,…

୨୭ ମିନିଟ୍‌ରେ ଖାଇଲେ ୪୫୦୦ କ୍ୟାଲୋରି ବିଶିଷ୍ଟ ଖାଦ୍ୟ, ହେଲେ ବିଗିଡ଼ି ଗଲା ସ୍ୱାସ୍ଥ୍ୟ

ଲଣ୍ଡନ: ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଫୁଡ୍ ବ୍ଲଗିଂର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାତ୍ର ୨୭ ମିନିଟ୍‌ରେ ୪ହଜାର ୫ ଶହ କ୍ୟାଲୋରି ବିଶିଷ୍ଟ ଖାଦ୍ୟ ଖାଇ ଚର୍ଚ୍ଚାକୁ…

ମୌସୁମୀ ପାଇଁ ଅନୁକୂଳ ହେଉଛି ପାଗ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ଦିନରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଛୁଇଁବା ନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ…

ନୂଆ ସଂସଦ ଭବନର କର୍ମ ଗେଟରେ ଓଡ଼ିଶାର ‘କୋଣାର୍କ ଚକ୍ର’

ଭୁବନେଶ୍ୱର: ଆଜି ନୂଆ ସଂସଦ ଭବନ ଉଦଘାଟିତ ହେଉଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସ୍ଥାନ ପାଇଛି କୋଣାର୍କ ଚକ୍ର । ନୂତନ ସଂସଦ ଭବନର କର୍ମ ଗେଟରେ କୋଣାର୍କ ସୂର୍ଯ୍ୟ ମନ୍ଦିରର କୋଣାର୍କ ଚକ୍ର ରହିଛି । ନୂଆ ସଂସଦ ଭବନରେ ୩ଟି ମୁଖ୍ୟ ଦ୍ୱାର ରହିଛି । ଯଥା- ଜ୍ଞାନ ଦ୍ୱାର,…

ବିବାହ ପରେ ମହିଳା ନିଜକୁ ଅନୁଭବ କଲେ ଲେସବିୟାନ୍ : ପୂର୍ବତନ ସ୍ୱାମୀଙ୍କଠାରୁ ଗର୍ଲଫ୍ରେଣ୍ଡକୁ କରାଇଲେ ଗର୍ଭବତୀ

ଫ୍ଲୋରିଡା: ପ୍ରେମ ହେଉଛି ଏକ ଅନୁଭବ ଯାହା ଯେ କୌଣସି ସ୍ଥାନରେ ହୋଇପାରେ । ଆଜିକାଲି ସମଲିଙ୍ଗୀ ଏବଂ ଲେସ୍‌ବିୟାନ୍ ସମ୍ପର୍କ ମଧ୍ୟ ସ୍ୱୀକୃତି ପାଇବାରେ ଲାଗିଛି । ଅନେକ ଦେଶରେ ଏହି ସମ୍ପର୍କକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିଛି । କିନ୍ତୁ ଏବେ ବି ଅନେକ ଦେଶ ଏହାକୁ ବିରୋଧ କରି ଆସୁଛନ୍ତି ।…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂସଦ ଭବନର ଅଖଣ୍ଡ ଭାରତର ଚିତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ସଂସଦ ଭବନର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଛି । ଏହା ମଧ୍ୟରେ ଅଖଣ୍ଡ ଭାରତର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ସମ୍ପୂର୍ଣ୍ଣ ପୃଷ୍ଠ ହୋଇପାରି ନାହିଁ ।…

ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ବ୍ୟବସାୟ କରୁଥିବା ପୁରୀର ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ବାଜ୍ୟାପ୍ତି କରାଯାଇଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି ଘର ସହ କାର ଓ ବାଇକ୍ ରହିଛି । ଗଞ୍ଜେଇ କାରବାରର ସମ୍ପୃକ୍ତ…

ପିଆଜ ଚାଷକୁ ପ୍ରୋତ୍ସାହନ, ଦର ବୃଦ୍ଧି ରୋକିବାକୁ ୫ ଜିଲ୍ଲାରେ ଗୋଦାମ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ପିଆଜ ଚାଷ କମ୍ ପରିମାଣରେ କରାଯାଉଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ପିଆଜର ଦର ବୃଦ୍ଧି ଖାଉଟିଙ୍କ ପାଇଁ ବିଭିନ୍ନ ସମୟରେ ଚିନ୍ତାର କାରଣ ପାଲଟୁଛି । ଏସବୁ ସମସ୍ୟାକୁ ଦେଖି ସରକାର ରାଜ୍ୟର ୫ଟି ଜିଲ୍ଲାରେ ଗୋଦାମ…

ରିଲିଜ୍ ହେଲା ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ପ୍ରୀତିବନ୍ଧନ’

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ପ୍ରୀତିବନ୍ଧନ’ ନିକଟରେ ରିଲିଜ୍ ହୋଇଯାଇଛି । ନେକ୍ସଟ୍ ଡୋର ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ରହିଛି ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ, ଅଭିନେତ୍ରୀ…