Latest Odisha News

BREAKING NEWS

ସାବଧାନ ! ଜାତୀୟ ରାଜପଥରେ ବୁଲୁଛି ବାଘ ।

ଗଜପତି : ଜାତୀୟ ରାଜପଥ କଡରେ  ବୁଲୁଛି ବାଘ । ବାଘ ବୁଲୁଥିବାର ଭିଡିଓ ଏବେ ହେଉଛି  ଭାଇରାଲ  ।  ଭିଡିଓଟି ଓଡ଼ିଶା ଆନ୍ଧ୍ର ପ୍ରଦେଶ ସୀମାବର୍ତ୍ତି ଅଞ୍ଚଳ ପଲାସା ନିକଟସ୍ଥ ଭେଣ୍ଡିଗେଟ ଅଞ୍ଚଳର ବୋଲି କୁହାଯାଉଛି । ରାତ୍ରି ସମୟରେ ବାଘଟି ରାସ୍ତାରେ ବୁଲୁଛି ।  ଜଣେ ପଥଚାରୀ ଭିଡିଓ ଉତ୍ତୋଳନ…

ଆଗାମୀ ୩ ଘଣ୍ଟାରେ ୧୫ ଜିଲ୍ଲାରେ କାଳବୈଶାଖୀ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିଛି । ପାଣିପାଗରେ ପରିବର୍ତ୍ତନ ଆସିବା ସହ ତାତିରେ ବ୍ରେକ୍ ଲାଗିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ କାଳବୈଶାଖୀ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ…

ଘାଟିରେ ଅଟୋ ଓଲଟି ୩ ମୃତ, ୭ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରଡାଙ୍ଗ ଘାଟିରେ ଅଘଟଣ । ଅଟୋ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୁରେଇସିଂର କାଲା ବୁଢ଼ା ଓ ବଡପଦା ଗ୍ରାମର ଡଲି କରଙ୍କ ସହ ୯ ବର୍ଷର ଛୁଆର ମୃତ୍ୟୁ ହୋଇଛି । କେରେଡାଙ୍ଗ ଘାଟିରୁ ୨୦ ଫୁଟ ରାସ୍ତା ତଳକୁ…

ଗୁଡ୍ଡୁ ମୁସଲିମ୍ ଘଟଣାରେ ବରଗଡ଼ ଆସିଥିଲା ୟୁପି ଏସଟିଏଫ୍, ସ୍ପଷ୍ଟ କଲେ ଡିଜିପି

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମ୍ ଘଟଣାରେ ବରଗଡ଼ ଆସିଥିଲା ୟୁପି ଏସଟିଏଫ୍ । ଏନେଇ ବରଗଡ଼ ଏସପିଙ୍କ ସହ ଆଇଜି ଓ ଡିଜିପି ସୂଚନା ଦେଇଛନ୍ତି । ଗୁଡ୍ଡୁ ମୁସଲିମ ଘଟଣା ନେଇ ପୋଲିସ ଡିଜିଙ୍କ ଜରୁରୀ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ସୁନୀଲ ବଂଶଲ । ଡିଜିପି…

ଗୋଧ୍ରା ଟ୍ରେନ ପୋଡ଼ି ଘଟଣା: ୮ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ଗୁଜରାଟ ଗୋଧ୍ରାରେ ୨୦୦୨ରେ ହୋଇଥିବା ସାବରମତୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ୮ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି କଏଦୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଲହି ଦୋଷୀମାନେ ୧୭ରୁ ୨୦ ବର୍ଷ ସଜା କାଟି ସାରିଲେଣି । ଏହି…

ଝାରସୁଗୁଡ଼ା ଉପନିର୍ବାଚନ, ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଶୁକ୍ରବାର ସଂଧ୍ୟା ସୁଦ୍ଧା ଯାଞ୍ଚ ଶେଷ ହେବା ସହ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ବିଜେଡି, ବିଜେପି ଓ କଂଗ୍ରେସ ସମେତ ମୋଟ ୧୪ଜଣ…

ଆଲୁଅ ତା’ର କି ମନୋହର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ବୟସ ବଢ଼ିବାର ଅର୍ଥ କେବଳ ସୀମିତ ଜୀବନର ବର୍ଷଗୁଡ଼ିକ ବିଷୟରେ ବିତର୍କ କରିବା ନୁହେଁ । ବରଂ ବୁଝାମଣାକୁ ଆସିବା ଯେ ଆମେ ଯାହା କରିବାକୁ ଚାହୁଁଛୁ ତାହା କରିବା ଓ ଆମ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହାସଲ କରିବା ‌। ଆମ ମନର ସମସ୍ତ ଅସୂୟା, ସଂଦେହ, ଈର୍ଷା,…

ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ; ମିଳିବ ଏମିତି ସୁବିଧା

ପୁରୀ: ଜଗାଦର୍ଶନ ପାଇଁ ଆଉ କଲବଲ ହେବେନି ଭକ୍ତ । ବଡଦାଣ୍ଡରେ କରାଯିବ ବ୍ୟବସ୍ଥା । ବଡଦାଣ୍ଡରେ ଭକ୍ତଙ୍କ ପାଇଁ ଗଡିବ  ୮୫ଟି ବିଦ୍ୟୁତ ବା ବ୍ୟାଟେରୀ ଚାଳିତ ଯାନ  । ଏହା ଭିତରେ ରହିଛି ୩୫ଟି ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ ମିନି ବସ ଓ ୫୦ଟି ବ୍ୟାଟେରି ଚାଳିତ ଯାନ । ସେତିକି ନୁହେଁ,…

ଓଡ଼ିଶାରେ ବଢ଼ୁଛି କୋଭିଡ୍ ସଂକ୍ରମଣ, ୪ ଶହ ଡେଇଁଲା ଦୈନିକ ମାମଲା

ଭୁବନେଶ୍ୱର: ଦେଶ ସହ ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୩୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୪୧୧କୁ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯୭ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି । ଓଡ଼ିଶା ସୀମାନ୍ତ…

କରନ ଜୋହରଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ କିସି କା ଭାଇ କିସି କା ଜାନ ଫିଲ୍ମ ରିଲିଜ ହୋଇଯାଇଛି । ୪ ବର୍ଷ ପରେ ଇଦରେ ଏହି ଫିଲ୍ମ ରିଲିଜ ହୋଇଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇଛି । ଏହା ମଧ୍ୟରେ ଆଉ ଏକ ଖବର ମଧ୍ୟ ସେମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର…