Latest Odisha News

କୋଭିଡ୍ ଫଣ୍ଡ ଟଙ୍କା ହେରଫେର୍ ଅଭିଯୋଗରେ ବିଡିଓ ନିଲମ୍ବିତ

ନବରଙ୍ଗପୁର: କୋଭିଡ୍ ସମୟରେ ସରକାରୀ ଅନୁଦାନକୁ ହେରଫେର୍ କରି ନିଲମ୍ବିତ ହୋଇଛନ୍ତି ବିଡିଓ । ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ବିଡିଓଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହାରେ କୋଭିଡ୍ ପାଇଁ ବାହାରୁ ଫେରୁଥିବା ପ୍ରବାସୀଙ୍କ ଚିକିତ୍ସା ଓ ଖାଇବା ଲାଗି ୪୨…

ୟୁକ୍ରେନର ୪ ଅଂଚଳକୁ ବିଲୟ କରିବା ପାଇଁ ଅନ୍ତିମ ପର୍ଯ୍ୟାୟରେ ରୁଷର ପ୍ରସ୍ତୁତି

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ୟୁରୋପ ଦେଶଙ୍କ ସହାୟତାରେ ୟୁକ୍ରେନ ତାଠାରୁ ଅପେକ୍ଷାକୃତ ଶକ୍ତିଶାଳୀ ରୁଷ ସହ ୭ ମାସ ଧରି ଲଢ଼େଇ ଜାରୀ ରଖିଛି । ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଂଚଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି…

୨୪ ପୂର୍ବରୁ ରାଜଧାନୀରେ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ୨୦୨୪ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଥିବା ବେଳେ ଭୁବନେଶ୍ୱରରେ ଶାସକ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନତା ମଇଦାନରେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ…

ବିଜେଡିର ପଦଯାତ୍ରା ପ୍ରସ୍ତୁତି ବୈଠକ, ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ନବୀନ

ଭୁବନେଶ୍ୱର: ବିଜେଡି ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ପାଇଁ କାମ କରୁଛି । ତେଣୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । ବେଙ୍ଗଳୁରୁରୁ ଏମିତି ବାର୍ତ୍ତା ଦେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ…

ମୁକେଶ ଅମ୍ବାନୀଙ୍କୁ ଏଥର ଜେଡ ପ୍ଲସ ସୁରକ୍ଷା

ମୁମ୍ବାଇ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡି କରାଯାଇଛି । ଏବେ ସେ ଜେଡ ବଦଳରେ ଜେଡ ପ୍ଲସ ସୁରକ୍ଷା ପାଇବେ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗୋଇନ୍ଦା ବିଭାଗ ରିପୋର୍ଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପଦକ୍ଷେପ…

ଆଘାତ ସମସ୍ୟା ଯୋଗୁ ଟି୨୦ ବିଶ୍ୱକପ ଟିମରୁ ଓହରିଲେ ବୁମରାହ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ଯଶ୍ରପୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ବୁମରାହ ପିଠି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଭଲ ହେବାକୁ ୪ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି । ପିିଠି ସମସ୍ୟା ଯୋଗୁ…

ଏହି ୩ଟି ଉପାୟରେ ଦୂର ହୋଇଯିବ ମୁହଁରେ ଡବଲ ଚିନ୍ ସମସ୍ୟା

ବ୍ୟକ୍ତିଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ଶରୀରରେ ଅନେକ ପରିବର୍ତ୍ତନ ଆସେ। କାହାର ଓଜନ ବୃଦ୍ଧି ହୁଏ ତ ଆଉ କାହାର ତ୍ୱଚାରେ ରିଙ୍କଲ ଆସିଯାଏ। ଆଜିର ସମୟରେ ସମସ୍ତେ ପତଳା ଓ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି। ନିୟମିତ ଏକ୍ସରସାଇଜ୍ କରି କିଛି ଲୋକ ପତଳା ମଧ୍ୟ ହୋଇଯାଆନ୍ତି। କିନ୍ତୁ ତ୍ୱଚାର…

ORHDC ଦୁର୍ନୀତି ମାମଲା, ମୋକିମଙ୍କ ସହ ୪ ଜଣଙ୍କୁ ଜେଲ୍

ଭୁବନେଶ୍ୱର: ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏଥିସହ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ…

‘ଆଜି ସାନିଟାରୀ ପ୍ୟାଡ୍ ଦାବି କରୁଛ, କାଲି କହିବ ଆମକୁ କଣ୍ଡୋମ ଦିଅ’

ନୂଆଦିଲ୍ଲୀ: ବିହାର ସରକାରଙ୍କ ଜଣେ ମହିଳା ଅଧିକାରୀ ସଂପ୍ରତି ନିଜର ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀମାନେ ତାଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଦାବି କରିବାରୁ, ଅଧିକାରୀ ବଡ ବିଚିତ୍ର ପ୍ରତିକ୍ରିୟା ଦେଇଥିଲେ। ବିହାର ମହିଳା ବିକାଶର ବରିଷ୍ଠ ଅଧିକାରୀ କହିଥିଲେ, ଏବେ ତ…

୫୦୦ ଟଙ୍କା ଦେଇ ଜେଲରେ ରାତି କାଟୁଛନ୍ତି ଲୋକେ

ଡେରାଡୁନ: ଏହି ଦୁନିଆର କୌଣସି ବ୍ୟକ୍ତି ଜେଲ ଯିବାକୁ ଚାହାଁନ୍ତି ନାହିଁ। ଯଦି ଜଣେ ବ୍ୟକ୍ତି କିଛି ଅପରାଧ କରେ ତେବେ ତାକୁ ହିଁ ଜେଲକୁ ପଠାଯାଏ। କିନ୍ତୁ ଉତ୍ତରାଖଣ୍ଡରେ ଏପରି ଏକ ଜେଲ ରହିଛି, ଯେଉଁଠାରେ ଲୋକେ ଜେଲ ସମ୍ପର୍କରେ ଭଲ କଥା ଚିନ୍ତା କରନ୍ତି। ଦରକାର ପଡିଲେ ଲୋକେ ଗୋଟିଏ ରାତି…