Latest Odisha News

BREAKING NEWS

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି ପରେ ସତର୍କ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା ବୋଲି କହିଛି ପୋଲିସ । ଏଥିସହ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ଦୂରେଇ ରହିବାକୁ ପୋଲିସ…

‘ବିଗ ବସ ସିଜିନ-୧୬’ ରେ ଅଭିନେତା କରଣଙ୍କ ଏଣ୍ଟ୍ରିକୁ ନେଇ ହଟିଲା ରହସ୍ୟ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ 'ବିଗ ବସ ସିଜିନ-୧୬' ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ'ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ 'ବିଗ ବସ ସିଜନ-୧୬'ରେ ଆସିପାରନ୍ତି ବୋଲି…

ନିର୍ଦ୍ୱନ୍ଦ୍ୱରେ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ହକି ଇଣ୍ଡିଆର ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଦିଲୀପ ତିର୍କୀ । ହକି ଇଣ୍ଡିଆର ସଭାପତି ପଦ ପାଇଁ ଦିଲୀପ ତିର୍କୀଙ୍କ ସହ ଉତ୍ତରପ୍ରଦେଶ ହକି ମୁଖ୍ୟ ରାକେଶ କଟ୍ୟାଲ ଓ ଝାଡ଼ଖଣ୍ଡର ଭୋଳା ନାଥ ସିଂହ ନାମାଙ୍କନ କରିଥିଲେ । ଆଜି ଥିଲା ନାମାଙ୍କନ ପ୍ରତ୍ୟାହାରର…

କିଏ ହେବେ ‘ଖତ୍ରୋ କେ ଖିଲାଡ଼ି ସିଜନ-୧୨’ର ବିଜେତା ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟିଙ୍କ ପପୁଲାର ଷ୍ଟଣ୍ଟ୍ ରିଆଲିଟି ଶୋ' ଖତ୍ରୋ କେ ଖିଲାଡ଼ି ସିଜନ-୧୨ ସରିବାକୁ ଯାଉଛି। ଫାଇନାଲ ଏପିସୋଡ ପରେ ହେବ ଗ୍ରାଣ୍ଡ ଫିନାଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଟିଭିର ଏହି ଲୋକପ୍ରିୟ ରିଆଲିଟି ଶୋ'ରେ ଅନେକ ଛୋଟ ପରଦା ଅଭିନେତା,…

‘ମି ଠୁ’ ପରେ ତନୁଶ୍ରୀଙ୍କ ନୂଆ ଅଭିଯୋଗ, କହିଲେ ହତ୍ୟା କରିବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, 'ମି ଠୁ' ଖୁଲାସା ହେବା ପରେ ତାଙ୍କୁ ବାରମ୍ବାର ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ସୂଚନା ଥାଉକି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯାନ…

ମାଛ ମାରି ଫେରୁଥିବା ବେଳେ ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ: ମହାନଦୀ ମୁହାଣରେ ଅଘଟଣ । ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ଅନ୍ୟ ଡଙ୍ଗା ସାହାଯ୍ୟରେ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡଙ୍ଗା ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ଭାସି ଯାଇଛି ସମୁଦ୍ରରେ । ଗତକାଲି…

ମୁସଲିମ୍ ନେତାଙ୍କୁ ଭେଟିବା ପରେ ଭାଗବତଙ୍କୁ ‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସର…

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ଗତକାଲି ଭେଟିଥିଲେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ । ଏହାକୁ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛି। ଗୁରୁବାର କଂଗ୍ରେସ କହିଛି ଯେ 'ଭାରତ ଯୋଡୋ' ଯାତ୍ରାର ପ୍ରଭାବ ପଡିଛି। ତେଣୁ ମୋହନ…

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ…

ରାତି ଅଧରେ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ୍… ପଚାରିଲେ ସେଠି କ’ଣ ଚାଲିଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଦିନ ୧୮ ଘଣ୍ଟାରୁ ଅଧିକ ସମୟ କାମ କରନ୍ତି। ଦଳୀୟ ନେତା ଏପରି କୁହନ୍ତି। ଯାହାର ପ୍ରମାଣ ଏବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କ ଦେଇଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାବଦରେ ଲେଖାହୋଇଥିବା 'ମୋଦୀ @…

ଖେଳିବା, ବୁଲିବା ବୟସରେ ବଢ଼ୁଛି ମୁଣ୍ଡ, ଚିକିତ୍ସା ପାଇଁ ଦରକାର ଟଙ୍କା

ସୋନପୁର: ୪ ବର୍ଷର ଗୁଣ୍ଡୁ । ହେଲେ ବୟସ ଓ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ମୁଣ୍ଡ । ସାଙ୍ଗସାଥୀଙ୍କ ସହ ଖେଳିବା ବୟସରେ ଗୁଣ୍ଡୁ ମାଆ କୋଳରେ । ଗୁଣ୍ଡୁର ମୁଣ୍ଡରେ ପାଣି ଜମୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଛି । ସୋନପୁର ପୌରପରିଷଦ ତରିଆପଡ଼ାରୁ ରୁବି ବେରିଆ ଓ ପଲସ୍ତି…