ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୨)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ୟା’ପରେ ବୀରା ଦୋକାନ ସାରା ବୁଲୁଥାଏ, ଆଉ ତା’ପଛେ ପଛେ ଅନ୍ୟମାନେ । ପ୍ରାୟ ଦେଢ଼ଘଚାା ପରେ ଗୁଡ଼ାଏ ଜିନିଷ କିଣି ସେମାନେ ସେଠାରୁ ବାହାରିଲେ । ବାହାରକୁ ଆସି ବୀରା ତା' ଯୋତା ଲେସ୍ ବାନ୍ଧିବାକୁ ନଇଁ ପଡ଼ିଲା…