ଅସାମାଜିକ ଓ ଅପରାଧୀ ଖୋଜି ଖୋଜି ବିଜେଡିକୁ ଆସନ୍ତି-ଲେଖାଶ୍ରୀ
ଭୁବନେଶ୍ୱର: ବିଜୁ ଜନତା ଦଳ ହେଉଛି ଅପରାଧୀଙ୍କ ଦଳ । ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିଙ୍କ ଦଳ । ସମାଜରେ ଯେତେ ଅସାମାଜିକ ବ୍ୟକ୍ତି, ଅପରାଧୀ ଖୋଜି ଖୋଜି ବିଜୁ ଜନତା ଦଳକୁ ଆସନ୍ତି । ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ…