Latest Odisha News

BREAKING NEWS

ସୌରୀବନ୍ଧୁ କରଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ, କଟକ ଆନୁକୂଲ୍ୟରେ ବିଶିଷ୍ଟ ଶ୍ରମିକ ନେତା ଓ ସାହିତ୍ୟିକ ସୌରୀବନ୍ଧୁ କରଙ୍କ ତୈଳଚିତ୍ର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସୌରୀବନ୍ଧୁ ସ୍ମୃତିଘର ଦ୍ୱାରା ପ୍ରକାଶିତ ସୌରୀବନ୍ଧୁ କରଙ୍କ…

କବିତା : ଓଡ଼ିଆ ନବବର୍ଷ

ସୁଜାତା ପତି  ବୈଶାଖ ମାସର ମେଷ ସଂକ୍ରାନ୍ତିରେ ବର୍ଷର ଆରମ୍ଭ ହୁଏ ପ୍ରତିପଦାଠାରୁ ଆରମ୍ଭ ହୋଇଣ ଚୈତ୍ରରେ ଶେଷ ହୁଏ। ସଂକ୍ରାନ୍ତିରୁ ସୌର ମାସର ଗଣନା ପୂର୍ଣ୍ଣିମାରୁ ଚନ୍ଦ୍ର ମାସ ବୈଶାଖ ମାସର ତୁଳନା ନାହିଁ ଦାନ ଧର୍ମ ପୂଣ୍ୟ ମାସ। ବିଷୁବ ସଂକ୍ରାନ୍ତି ହିନ୍ଦୁ ନବବର୍ଷ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଚନ୍ଦ୍ରଭାନୁ ବୁଝିଗଲେ । ସେ ରୋହିଣୀ...ନର୍ତ୍ତକୀ ରୋହିଣୀ । ହଠାତ୍ ନୁପୂର ନିକ୍ୱଣ ବନ୍ଦ ହୋଇଗଲା । ରୋହିଣୀ ଚନ୍ଦ୍ରଭାନୁଙ୍କ ଶଯ୍ୟା ନିକଟକୁ ଧୀର ପଦକ୍ଷେପ ନେଇ ଆଗେଇଗଲା । ତା’ର ଅର୍ଦ୍ଧନଗ୍ନ ଶରୀରରେ…

ଲେମ୍ବୁ ଓ ହଳଦୀ ଦୂର କରିବ ଏହିସବୁ ରୋଗ….

ଦିନକୁ ଦିନ ବଢ଼ିଲାଣି ତାତି । ଏହି ସମୟରେ ପ୍ରାୟତଃ ଅସୁସ୍ଥତା ଅନୁଭବ ହୋଇଥାଏ । ହେଲେ କିଛ ଘରୋଇ ଉପଚାର କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ। ତେବେ ହଳଦୀ ସହ ଲେମ୍ବୁ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ  । ହଳଦୀ ଓ ଲେମ୍ବୁରେ ଆଣ୍ଟିଇନଫ୍ଲାମେଟ୍ରୀ, ଆଣ୍ଟି…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କଥା ବଳରେ ଚଳେ ଭାଷା କାମ ଫଳରେ ବଢ଼େ ଆଶା କଥା ଓ କାମର ପ୍ରଭେଦ ବୁଝିବା ଅଟେ ନିରାପଦ କେବଳ ମିଠା କଥା କହି କାମ ଯେ କେବେ କରେନାହିଁ ତାହାର ଜୀବନ ଦୁଃସହ ପ୍ରାୟତଃ ହୁଏ ଅହରହଃ କୌଣସି କଥାଖୋର ଲୋକ ସାରିପାରେନି କାମ ତକ କାମ କରିଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିସ୍ତୃତ ସେବା ପରମ୍ପରା ଓ ସେବକଙ୍କ ବିଷୟରେ ସମ୍ପୂର୍ଣ୍ଣ ଧାରଣା ଦେବା ଅସମ୍ଭବ। ତଥାପି ପ୍ରତ୍ୟେକ ସେବକଙ୍କ ବିଷୟରେ କିଛି କିଛି ଉପସ୍ଥାପନା କରିବା ଏହି ଆଲେଖ୍ୟର…

ଦୋଷ ଲୁଚାଇବାକୁ ଯାଇ ବିଜେଡି ଅନ୍ୟ ରାଜ୍ୟର ଉଦାହରଣ ଦେବା ବନ୍ଦ କରୁ: ସୋନାଲି ସାହୁ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୂଷୁଡି ପଡ଼ିଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିଷୟରେ ସରକାରଙ୍କୁ ପ୍ରଶ୍ନ କଲେ ବିଜୁ ଜନତା ଦଳର ନେତା ଓ ମୁଖପାତ୍ରମାନେ ଏହା ଉପରେ ସ୍ପଷ୍ଟୀକରଣ ନଦେଇ ଅନ୍ୟ ରାଜ୍ୟର ଦ୍ୱାହି ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ।…

ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ

ଭୁବନେଶ୍ବର: ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ । ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ । ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସହିଦନଗର ସ୍ଥିତ 'ନିମନ୍ତ୍ରଣ'ରେ ପଣା…

ବଢ଼ିଲା ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି

ଭୁବନେଶ୍ୱର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ…

ନକଲି ସାର୍ଟିିଫିକେଟ ପ୍ରସଙ୍ଗ: ନିରପେକ୍ଷ ତଦନ୍ତ ଦାବି କଲେ ଭର୍ତ୍ତୃହରି, ସିବିଆଇ ତଦନ୍ତକୁ କେନ୍ଦ୍ରମନ୍ତ୍ରୀଙ୍କ…

କଟକ: ନକଲି ସାର୍ଟିଫିକେଟ ରାକେଟରେ ବିଜୁ ଜନତା ଦଳର ସମ୍ପୃକ୍ତି ଥିବା ଅଭିଯୋଗ ରାଜ୍ୟ ରାଜନୈତିକକୁ ଉଷ୍ମ କରିଥିବା ବେଳେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦଳର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ଦାବି କରିଛନ୍ତି। କଟକ ସାଂସଦ କହିଛନ୍ତି, ପୂର୍ବରୁ ଉତ୍ତର ପ୍ରଦେଶ ଓ…