Latest Odisha News

BREAKING NEWS

ଶଯ୍ୟାଶାୟୀ ବାପାର ଚିକତ୍ସା ଓ ଘର ଚଳାଇବା ପାଇ ନାବାଳକ ପୁଅ ବିକୁଛି ଗୁପଚୁପ୍

କେନ୍ଦ୍ରାପଡ଼ା: ବୟସ ୧୪, ମୁଣ୍ଡ ଉପରେ ୭ ପ୍ରାଣୀ କୁଟୁମ୍ବକୁ ପୋଷିବାର ବୋଝ । ପାଠପଢ଼ା ବୟସରେ ପରିବାର ବୋଝ ଲଦି ହୋଇ ଯାଇଛି ତା’ ମୁଣ୍ଡ ଉପରେ । ଫଳରେ ବହି ବସ୍ତାନି ଧରୁଥିବା ହାତ ଏବେ ସାଇକେଲ ଧରି ଗାଁକୁ ଗାଁ ବୁଲି ଗୁପଚୁପ୍ ବିକୁଛି । ଡାକୁଛି ଗୁପଚୁପ୍ ଖାଅ… ବାବୁ ଗୁପଚୁପ୍… । ଆଉ…

ପାଣି ଭିତରେ କରୁଛନ୍ତି ‘ମୁନ୍ ୱାକ୍’

ଓଡିଶା ସମ୍ବାଦ ବ୍ୟୁରୋ: ମୁନ୍ ୱାକ୍ କଥା କହିଲେ ମାଇକେଲ ଜ୍ୟାକ୍ସନଙ୍କ କଥା ମନେ ପଡ଼େ। ମାଇକେଲ ଜ୍ୟାକ୍ସନ ଚଟଣାରେ ମୁନ୍ ୱାକ୍ ଡ୍ୟାନ୍ସ କରୁଥିଲେ। କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ଯୁବକ ପାଣି ଭିତରେ 'ମୁନ୍ ୱାକ୍ ଡ୍ୟାନ୍ସ' କରୁଛନ୍ତି। ଯାହାକୁ…

ଧୁମଧାମରେ ସ୍ୱାମୀଙ୍କ ଜନ୍ମଦିନ ପାଳିଲେ ଦେଶୀ ଗାର୍ଲ, ସେୟାର କଲେ ଫଟୋ

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରତିଭା ବଲିଉଡରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟ ଜିତିଛି। ଏହା ସହିତ ସେ ତାଙ୍କ ସ୍ୱାମୀ ନିକଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ନିକଟରେ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ ପାଇଁ ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ…

ବିଜେପିରେ ମିଶିବେ କ୍ୟାପଟେନ୍

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ଟାଣୁଆ ନେତା ବୋଲାଉଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ଧରିବେ ପଦ୍ମ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ପ୍ରମୁଖ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି ବିଜେପି ରେ ଯୋଗ ଦେବେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାଙ୍କ…

କଟକ ବଡ଼ ଡାକ୍ତରଖାନା ଓ ତାଳଦଣ୍ଡା କେନାଲ ରୂପାନ୍ତରଣ କାମ ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନଙ୍କ ପାଇଁ ଭରସାଯୋଗ୍ୟ ଚିକିତ୍ସା କେନ୍ଦ୍ରର ସୁନାମ ଲାଭ କରିଛି । ତେଣୁ ୭୫ ବର୍ଷ ତଳେ ନିର୍ମିତ ହୋଇଥିବା ଏହି ବିରାଟ ଅନୁଷ୍ଠାନର ରୂପାନ୍ତରଣ ସହିତ ଏଠାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

ଅମିତାଭ ବଚ୍ଚନଙ୍କ ନୂତନ ଫିଲ୍ମ ‘ଉଁଚାଇ’ର ପୋଷ୍ଟର ରିଲିଜ

ମୁମ୍ବାଇ: ବୟସ ବଢିବା ସଙ୍ଗେ ସଙ୍ଗେ ଚଳଚ୍ଚିତ୍ର ସଂଖ୍ୟା ମଧ୍ୟ ବଢାଇ ଚାଲିଛନ୍ତି ବିଗ୍-ବି ଅମିତାଭ୍ ବଚ୍ଚନ। ଆଜିକାଲି ଅମିତାଭ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାର ଶୀର୍ଷରେ ରହୁଛନ୍ତି। ନିକଟରେ ତାଙ୍କର ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ର ମୁକ୍ତିଲାଭ କରିଛି। ଅତୀତରେ ତାଙ୍କ ଫିଲ୍ମ…

ବିଷ୍ଣୁଙ୍କ ଶେଷ କବିତା !

ଭୁବନେଶ୍ୱର :  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ । ସେଥିପାଇଁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥାଏ ।ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଇଥିବାରୁ ଓଡ଼ିଆ ମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନଥାଏ  । ସେଥିପାଇଁ ଓଡ଼ିଆ ଝିଅ ଦ୍ରୌପଦୀ…

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ପାଇବେ ପ୍ରଥମ ‘ନବଗୁଞ୍ଜର ସମ୍ମାନ’

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ନବଗୁଞ୍ଜର ସଂସ୍କୃତି ମଞ୍ଚ" ପକ୍ଷରୁ ପ୍ରଥମ ନବଗୁଞ୍ଜର ସମ୍ମାନ ଘୋଷଣା କରାଯାଇଛି। ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ଭାଷା ଓ ସଂସ୍କୃତି ଗବେଷକ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏହି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧…

ନବୀନଙ୍କ ପୂଜା ଭେଟି, ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି ।…

ଜନମାନସର ସଭାକବି ସଚ୍ଚି ରାଉତରାୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ତାହା ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ । ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ…