ପୁସ୍ତକ ପରିଚୟ ମକର ରାଶିର ଝିଅ
ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା
ଗଳ୍ପ ସଙ୍କଳନ : ମକର ରାଶିର ଝିଅ
ଗାଳ୍ପିକ : ମଳୟ ମିଶ୍ର
ପ୍ରକାଶକ : ଦୃଷ୍ଟିପାତ
ପୃଷ୍ଠା ସଂଖ୍ୟା : ୪୨
ମୂଲ୍ୟ : ୫ ଟଙ୍କା ମାତ୍ର
ଝିଅଟିଏ, ସେ ପୁଣି ମକର ରାଶିର ! ସତକୁ ଗପ ପରି ପରଷି ଦେବା ହେଉଛି ଗଳ୍ପ କଳା ଏବଂ ସେହି କଳାକୁ ଖୁବ…