ଏବେ ବନ୍ଦେ ଭାରତ; ଆସନ୍ତା ଜାନୁଆରୀରେ ବନ୍ଦେ ମେଟ୍ରା; ପ୍ରତିଶ୍ରୁତି ଦେଲେ କେନ୍ଦ୍ର ମନ୍ତ୍ରୀ
ପୁରୀ: ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ପରେ ବନ୍ଦେ ସ୍ଲିପର ଏବଂ ବନ୍ଦେ ମେଟ୍ରୋ ମଧ୍ୟ ଓଡ଼ିଶାରେ ଗଡିବ । ଆଗାମୀ ଜାନୁଆରୀ ସୁଦ୍ଧା ବନ୍ଦେ ମେଟ୍ରୋ ଗଡିବ ବୋଲି ଆଜି ପୁରୀରେ କେନ୍ଦ୍ର ରେଳ ମନ୍ତ୍ରୀ…