Latest Odisha News

BREAKING NEWS

ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍ ଧକ୍କା; ୧୧ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି

ବୌଦ୍ଧ: ବିଳମ୍ବିତ ରାତିରେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହେଲେ ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍। ଏଥିରେ ୧୧ ଜଣ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ଅନ୍ତର୍ଗତ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ। ମିଳିଥିବା ସୂଚନା…

ସଂଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଆଜି(ବୁଧବାର) ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିରରେ ଶ୍ରୀ ଜୀଉ ଦର୍ଶନ। କାରଣ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦିଅଁ ଦର୍ଶନ ମନା ରହିଛି। ରତ୍ନବେଦୀରେ ଏହି ଗୁପ୍ତ ନୀତି ସମ୍ପନ୍ନ ହେବ। ସଂଧ୍ୟା ୬ଟାରୁ  ୪ ଘଣ୍ଟା ଲାଗି…

କବିତା : କବିଟିଏ ମୁଁ କବିଟିଏ

ବାସନ୍ତୀ ଲତା ଜେନା କବିଟିଏ ମୁଁ କବିଟିଏ କଳ୍ପନା ରାଇଜେ ବାସ୍ତବତା ଖୋଜେ କବିତାରେ କିଛି ଲେଖିଦିଏ କବିଟିଏ ମୁଁ……. । ନୀରବରେ ଯେବେ ବସି ଥାଏ ମନ କୁଞ୍ଜବନେ ଶବ୍ଦମାଳି ସବୁ ଆଖି ଆଗେ ମୋର ନାଚିଯାଏ କବଟିଏ ମୁଁ….. । କାଗଜ କଲମ ପାଖେ ଥାଏ ଶବ୍ଦ ବଗିଚାରୁ ଶବ୍ଦ ଖୋଜି ଆଣି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୭)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା, କିଛି କହିବାକୁ ଯାଉଥିଲା, ଏତିକିବେଳେ ତାଙ୍କ ଟେବୁଲ୍ ପାଖରେ ଜଣେ ୱେଟର୍ ଆସି ପହଞ୍ଚିଗଲା, “କିଛି ଅର୍ଡ଼ର ଦେବେ କି?” ସେ ଚାରିଜଣଯାକ ପରସ୍ପରକୁ ଚାହାଁଚାହିଁ ହୋଇ ମୁଣ୍ଡ ହଲେଇ ମନା କଲେ ।…

ଭାଷା ଭାଗବତ : ପୁନର୍ଲିଖନ କରି କରି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସବୁ ସମୟ ଦେଲେ ସାରି ମନରେ ନୂତନ ଭାବନା ପଶିବା ପାଇଁ କରେ ମନା ପୁନର୍ଲିଖିତ ବାକ୍ୟାବଳି ଲେଖି ଯେ ସୁଖେ ଯାଏଚଳି ଆବିଷ୍କାର କି ଉଦ୍‌ଭାବନ ତା ପାଇଁ ହୁଏ ଦିବାସ୍ୱପ୍ନ ହାତକୁ ମିଳେନି ବିଶ୍ରାମ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ସମସ୍ତ ସେବକଙ୍କ ସ୍ୱତନ୍ତ୍ର ପରିଚୟ ସହ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ରହିଛି। ନାମକରଣରେ ମଧ୍ଯ ରହିଛି ବିବିଧତା। ଆସନ୍ତୁ ଆଜି ଜାଣିବା ସେମିତି କିଛି…

ଗଞ୍ଜାମ ପାଇବ ଚତୁର୍ଥ ଜାତୀୟ ଜଳ ପୁରସ୍କାର

ବ୍ରହ୍ମପୁର: ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ପାଇବା ନିମନ୍ତେ ଘୋଷଣା ହୋଇଛି । ଏଥି ସକାଶେ ଭାରତ ସରକାରଙ୍କ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି…

ପୁରୀ ସମୁଦ୍ର ବେଳାଭୂମିରେ ହଜାର ହଜାର ମୃତ ଜେଲି ଫିସ୍

ପୁରୀ : ପୁରୀ ସହରରେ ଥିବା ସମୁଦ୍ର ବେଳାଭୂମିରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ହଜାର ହଜାର ଜେଲି ଫିସର ଶବ ଭାସୁଥିବାର ଦେଖିବାକୁ ମିଳିଛି। ସକାଳେ ସ୍ଥାନୀୟ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକମାନେ ପ୍ରଥମେ ମୃତ ଜେଲିଫିସ୍ କୂଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ…

ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା, ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ‘ଓଡ଼ିଶା ଦିବସ’ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଅବସରରେ, ଗୁରୁବାର ଦୁବାଇର ହୋଟେଲ୍ ଲି ମେରିଡିନ୍ଠାରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ସନ୍ଧ୍ୟା 'ଓଡ଼ିଶା ଦିବସ' ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁଏଇରେ ପ୍ରବାସୀ ଓଡ଼ିଆଙ୍କ ସମେତ ୧୦୦୦ରୁ…

ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର, ଓଡ଼ିଶାରୁ ପାଇଲେ ୪୭୩ ଯୋଗ୍ୟ ପ୍ରାର୍ଥୀ

ନୂୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଭାସୀ ମାଧ୍ୟମରେ ଜାତୀୟ ରୋଜଗାର ମେଳାରେ ନିଜର ଅଭିଭାଷଣ ରଖିବା ସହ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସେହିପରି ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ…