ଦ୍ୱିତୀୟ ଥର ପାଇଁ ବାପା ହେଲେ ଅମ୍ବାତି ରାୟୁଡୁ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦ୍ୱିତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାୟୁଡୁ ଏବଂ ତାଙ୍କ ପତ୍ନୀ ଚେନ୍ନୁପଲ୍ଲୀ ବିଦ୍ୟାଙ୍କ ଏହା ଦ୍ୱିତୀୟ କନ୍ୟା ସନ୍ତାନ । ୩୭ ବର୍ଷୀୟ ଭାରତର ଏହି ବ୍ୟାଟ୍ସମ୍ୟାନ ଇନଷ୍ଟାଗ୍ରାମରେ ଏହି…